କାଲିଠୁ ରାୟଗଡ଼ା ଜିଲ୍ଲା ଶଟ୍‌ଡାଉନ୍‌

କଲ୍ୟାଣସିଂପୁର( ମାଉଡି ବାରିକ): ରାୟଗଡ଼ା ଜିଲ୍ଲାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ  ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ରାୟଗଡ଼ା ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ଶଟ୍‌ଡାଉନ୍ କଟକଣା ବଳବତ୍ତର ରହିବ।

ଆଜି ଜିଲ୍ଲାରୁ ୯୬ କରୋନା କରୋନା ପଜିଟିଭ ଚିହ୍ନଟ ପରେ ଏହି ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବ୍ୟଶକ ଦୋକାନ ଖୋଲା ରହିବ। କରୋନା ଲକ୍ଷଣ ଥିଲେ ଭୟଭୀତ ନ ହୋଇ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ, ରାୟଗଡ଼ାରେ ଜିଲ୍ଲାରେ ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ସୁସ୍ଥ ହୋଇଛନ୍ତି। ୧୯୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ସୁସ୍ଥ ହେଲେ ୪୦୧୪

ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ