ଚେୟାରମ୍ୟାନଙ୍କୁ ଚାପୁଡ଼ା ! ମହଙ୍ଗା ପଡିଲା ବିଜୟ ଶୋଭାଯାତ୍ରା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପରିଷଦ ଦଖଲ ପରେ ଆଜି ଗୁଣୁପୁରରେ କଂଗ୍ରେସ ପକ୍ଷରୁ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ବେଳେ ନବ ନିର୍ବାଚିତ ଚେୟାରମ୍ୟାନଙ୍କୁ ରାଲିରେ ବାଜିଥିଲା ଶକ୍ତ ଚାପୁଡା। ଏହାପରେ ସବୁ ଖୁସି ପାଣି ଫଟକା ପରି ମିଳାଇ ଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଉ କେହି ନୁହେଁ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା କେତକୀ ଗମାଙ୍ଗ ନବ ନିର୍ବାଚିତ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗକୁ ଏହି ଚାପୁଡା ମାରିଥିବା ଅଭିଯୋଗ ହୋଇଛି। ଜିଲ୍ଲା […]

congress

congress

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 05:00 PM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପରିଷଦ ଦଖଲ ପରେ ଆଜି ଗୁଣୁପୁରରେ କଂଗ୍ରେସ ପକ୍ଷରୁ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ବେଳେ ନବ ନିର୍ବାଚିତ ଚେୟାରମ୍ୟାନଙ୍କୁ ରାଲିରେ ବାଜିଥିଲା ଶକ୍ତ ଚାପୁଡା। ଏହାପରେ ସବୁ ଖୁସି ପାଣି ଫଟକା ପରି ମିଳାଇ ଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଉ କେହି ନୁହେଁ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା କେତକୀ ଗମାଙ୍ଗ ନବ ନିର୍ବାଚିତ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗକୁ ଏହି ଚାପୁଡା ମାରିଥିବା ଅଭିଯୋଗ ହୋଇଛି।

ଜିଲ୍ଲା ପରିଷଦ ନିର୍ବାଚନ ବେଳେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା କେତକୀ ତାଙ୍କୁ (ପୁରୁଷୋତ୍ତମ) ଚାପୁଡା ମାରିଥିବା କହିଛନ୍ତି। ଅନ୍ୟପକ୍ଷରେ ପୁରୁଷୋତ୍ତମ ଚାପୁଡା ମାଡ଼କୁ ଅସ୍ୱୀକାର କରିଛନ୍ତି।

ପୋଲିସ କେତକୀ ଏବଂ ତାଙ୍କ ସ୍ୱାମୀ ବିଜୟ ଗମାଙ୍ଗଙ୍କୁ ଗୁଣୁପୁର ଥାନାରେ ଅଟକ ରଖିଛି।

ପଞ୍ଚାୟତ ନିର୍ବାଚନ ସରିବା ପରେ ବିଭିନ୍ନ ଦଳ ମଧ୍ୟରେ ଥିବା ଅସନ୍ତୋଷ ପଦାକୁ ଆସିବାରେ ଲାଗିଛି। ବହୁ ସ୍ଥାନରେ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସମ୍ବଲପୁରରେ ବିଜେପିର ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଅଧ୍ୟକ୍ଷ ନିର୍ବାଚନ ବେଳେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କୁ ଦଳୀୟ କର୍ମୀମାନେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ସେହିପରି ୫ ଜଣ କଂଗ୍ରେସ ଜିଲା ପରିଷଦ ସଦସ୍ୟଙ୍କ ସମର୍ଥନରେ ସୁନ୍ଦରଗଡ଼ ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଛି। ଏହା ପରେ କଂଗ୍ରେସରେ ଉଠିଛି ଭୂକମ୍ପନ। ବିଜେଡିକୁ ସମର୍ଥନ ପାଇଁ କୋଟିଏରୁ ଅଧିକ ଟଙ୍କାର ଘୋଡ଼ା ବେପାର ହୋଇଥିବା ତଲସରା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story