ରାୟଗଡ଼ା: ଭ୍ୟାନ୍‌ ଓଲଟି ୨ ମୃତ, ୪ ଆହତ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅର୍ନ୍ତଗତ ରଘୁବାରି ଘାଟିରେ ମଙ୍ଗଳବାର ଏକ ଭ୍ୟାନ୍‌ ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଅମ୍ବାଦଳାର ପିଲାବାବୁ କରକରିଆ ଓ ରମେଶ କାଡ୍ରାକା।  ଦୁର୍ଘଟଣାରେ ଗଣପତି ବାଗ୍ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ କିଛି ବ୍ୟବସାୟୀ ଭ୍ୟାନରେ ଅମ୍ବାଦଳାରୁ ରଘୁବାରି ହାଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡି ଥିଲା। ଗାଡିଟି ଘାଟିରୁ ଖସି ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ […]

accident

accident

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 10:46 AM IST

Sports

Latest News

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅର୍ନ୍ତଗତ ରଘୁବାରି ଘାଟିରେ ମଙ୍ଗଳବାର ଏକ ଭ୍ୟାନ୍‌ ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଅମ୍ବାଦଳାର ପିଲାବାବୁ କରକରିଆ ଓ ରମେଶ କାଡ୍ରାକା।  ଦୁର୍ଘଟଣାରେ ଗଣପତି ବାଗ୍ ଆହତ ହୋଇଛନ୍ତି।

ମଙ୍ଗଳବାର ସକାଳେ କିଛି ବ୍ୟବସାୟୀ ଭ୍ୟାନରେ ଅମ୍ବାଦଳାରୁ ରଘୁବାରି ହାଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡି ଥିଲା। ଗାଡିଟି ଘାଟିରୁ ଖସି ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ ପଡିଥିଲା। ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଅମ୍ବାଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story