ଜନଶୁଣାଣି ବେଳେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଘେରାଉ

ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ବୈଠକ ଚାଲିଥିବା ବେଳେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ମୂଳ ଆଦିବାସୀ ମଞ୍ଚ ପକ୍ଷରୁ ଏହାର ବିରୋଧ କରିବା ସହ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ପେସା ଆଇନ ଅଧିନରେ ଆସୁଥିବା ସ୍ୱତ୍ତ୍ୱେ କୌଣସି ଉନ୍ନତିମୂଳକ କାର୍ଯ୍ୟ ପୂର୍ବରୁ ପଲ୍ଲୀସଭା ଡକାଯାଉନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି। ବିଧାୟକ ଜର୍ଜ ତିର୍କୀ କହିଛନ୍ତି, “ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ସମ୍ବିଧାନକୁ ଜଳାଞ୍ଜଳି ଦିଆଯାଇ ଏଠି  […]

OR photo2

OR photo2

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 04:08 PM IST

Sports

Latest News

ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ବୈଠକ ଚାଲିଥିବା ବେଳେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ମୂଳ ଆଦିବାସୀ ମଞ୍ଚ ପକ୍ଷରୁ ଏହାର ବିରୋଧ କରିବା ସହ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ପେସା ଆଇନ ଅଧିନରେ ଆସୁଥିବା ସ୍ୱତ୍ତ୍ୱେ କୌଣସି ଉନ୍ନତିମୂଳକ କାର୍ଯ୍ୟ ପୂର୍ବରୁ ପଲ୍ଲୀସଭା ଡକାଯାଉନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି।

ବିଧାୟକ ଜର୍ଜ ତିର୍କୀ କହିଛନ୍ତି, “ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ସମ୍ବିଧାନକୁ ଜଳାଞ୍ଜଳି ଦିଆଯାଇ ଏଠି  କାର୍ଯ୍ୟ କରାଯାଉଛି। ପେସା ଆଇନ ଅନୁସାରେ ସୁନ୍ଦରଗଡ଼ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ପୂର୍ବରୁ ଗ୍ରାମସଭା କରାଯାଉ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story