ଆରଡିସିଙ୍କ ଜଣ୍ଡିସ୍‌ ସ୍ଥିତି ସମୀକ୍ଷା: ମେ’ ୧୫ ସୁଦ୍ଧା ପରିମଳ ବ୍ୟବସ୍ଥା ସୁଧାରିବାକୁ ସିଏମ୍‌ସିକୁ ନିର୍ଦ୍ଦେଶ

କଟକ: ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା କଟକର ଜଣ୍ଡିସ୍‌ ସ୍ଥିତିକୁ ନେଇ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାସକ ମଧ୍ୟରେ ସମସ୍ତ ପାଇପ ଲାଇନ୍‌ ମରାମତି କରାଯିବା, ଆବଶ୍ୟକ ସ୍ଥଳରେ ନୂଆ ପାଇପ୍‌ ବିଛା ନେଇ ବୈଠକରେ ଆଲୋଚନା ହୋଇଥିଲା। ମେ ୧୫ ତାରିଖ ସୁଦ୍ଧା ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ବୈଠକରେ ସିଏମ୍‌ସିକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯିବାକୁ […]

rdc-meeting

rdc-meeting

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 11:23 AM IST

Sports

Latest News

କଟକ: ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା କଟକର ଜଣ୍ଡିସ୍‌ ସ୍ଥିତିକୁ ନେଇ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାସକ ମଧ୍ୟରେ ସମସ୍ତ ପାଇପ ଲାଇନ୍‌ ମରାମତି କରାଯିବା, ଆବଶ୍ୟକ ସ୍ଥଳରେ ନୂଆ ପାଇପ୍‌ ବିଛା ନେଇ ବୈଠକରେ ଆଲୋଚନା ହୋଇଥିଲା। ମେ ୧୫ ତାରିଖ ସୁଦ୍ଧା ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ବୈଠକରେ ସିଏମ୍‌ସିକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯିବାକୁ ସ୍ଥିର ହୋଇଛି। ପ୍ରତି ସପ୍ତାହରେ ବୈଠକ କରି ନିଜେ ସ୍ଥିତିର ସମୀକ୍ଷା କରିବେ ବୋଲି ଆରଡିସି ଏ.ବି. ଓତା କହିଛନ୍ତି।

ବୈଠକ ପରେ ଆରଡିସି ଓତା କହିଛନ୍ତି, “ଜିଲ୍ଲା ପ୍ରଶାସନ ୨୫ଟି ସ୍କ୍ୱାର୍ଡ ଗଠନ କରିଛନ୍ତି। ଏହି ସ୍କ୍ୱାର୍ଡ ବିଭିନ୍ନ ଅଞ୍ଚଳ ବୁଲି କେଉଁଠି ପାଇପ୍‌ ଫାଟିଛି, ତାହାର ଯାଞ୍ଚ କରୁଛନ୍ତି। ସହରର ପ୍ରାୟ ସବୁ ସ୍ଥାନରେ ଲୁହା ପାଇପ୍‌ ଲାଗିଛି। କଳଙ୍କି ଲାଗିଥିବା ପାଇପ୍‌ଗୁଡିକରେ ଲିକେଜ୍‌ ହୋଇ ପ୍ରଦୂଷଣ ହେଉଛି। ମାସକ ମଧ୍ୟରେ ଫାଟିଥିବା ପାଇପ୍‌ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଡ୍ରେନ୍‌ ଜାମ ହୋଇଛି ତାକୁ ସଫା କରିବାକୁ ସିଏମ୍‌ସି ଓ ଜାଇକାକୁ କୁହାଯାଇଛି।  କଟକ ଜଣ୍ଡିସ୍‌ ମୁକ୍ତ ହେବା ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ଜଳ ପ୍ରଦୂଷଣ ହୋଇଛି ସେଠାରେ ଜଳଯୋଗାଣ ବନ୍ଦ କରାଯାଇ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯିବ।”

ବୈଠକରେ ଜିଲ୍ଲାପାଳ, ସିଡିଏମ୍‌ଓ, ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ, ଜଳ ଯୋଗାଣ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତକାଲି ସୁଦ୍ଧା କଟକରେ ୪୪ ଜଣ ଜଣ୍ଡିସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ଲାଗି ଯାଇଥିବା ୧୨ଟି ଜଳ ନମୁନାରୁ ଗତକାଲି ୫ଟିର ରିପୋର୍ଟ ଆସିଥିଲା। ଯେଉଁଥିରେ ୨ଟି ଜଳ ନମୁନା ଜଣ୍ଡିସ୍‌ ପଜିଟିଭ୍‌ ଥିବା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story