ଆରଡିସିଙ୍କ ସହ ଆଲୋଚନା ପରେ ବୁର୍ଲା ଜୁନିୟର ଡାକ୍ତର ସଂଘ ଆନ୍ଦୋଳନ ସ୍ଥଗିତ

ସମ୍ବଲପୁର: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସହ ଆଲୋଚନା ପରେ ଭିମ୍‌ସାର ଜୁନିୟର ଡାକ୍ତର ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି। ୯ ଦଫା ଦାବିରେ ସଂଘ ପକ୍ଷରୁ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ସଂଘ ସହ ଆଲୋଚନା ପାଇଁ ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ଆଡିସନାଲ ସେକ୍ରେଟାରୀ, ସମ୍ବଲପୁର ଜିଲ୍ଲାପାଳ, ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ସଭାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ହସ୍ପିଟାଲରେ ଏମ୍‌ଆର୍‌ଆଇ ମେସିନ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ […]

burla

burla

Rakesh Mallick
  • Published: Tuesday, 03 May 2016
  • Updated: 04 May 2016, 02:17 AM IST

Sports

Latest News

ସମ୍ବଲପୁର: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସହ ଆଲୋଚନା ପରେ ଭିମ୍‌ସାର ଜୁନିୟର ଡାକ୍ତର ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି। ୯ ଦଫା ଦାବିରେ ସଂଘ ପକ୍ଷରୁ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା।

ସଂଘ ସହ ଆଲୋଚନା ପାଇଁ ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ଆଡିସନାଲ ସେକ୍ରେଟାରୀ, ସମ୍ବଲପୁର ଜିଲ୍ଲାପାଳ, ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ସଭାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ହସ୍ପିଟାଲରେ ଏମ୍‌ଆର୍‌ଆଇ ମେସିନ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ ବିଦ୍ୟୁତ୍‌ ଓ ପାଣି ଯୋଗାଣ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆଦି ଦାବି ନେଇ ସଂଘ ତୁର୍ଥ ଥର ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos