ରେଳ ବଜେଟରେ ଓଡ଼ିଶା ପାଇଁ ୫ହଜାର ୫୭୬କୋଟି ୫୦ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ ବିଜେଡି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଆଗାମୀ ରେଳ ବଜେଟରେ ଓଡିଶା ପାଇଁ ୫ହଜାର ୫୭୬ କୋଟି ୫୦ ଲକ୍ଷ ଟଙ୍କ।ର ବ୍ୟବସ୍ଥା କରିବାକୁ ବିଜେଡି ସାଂସଦମାନେ ଦାବି କରିଛନ୍ତି। ସାଂସଦମାନେ ରେଳ ଭବନରେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି। ଏହାସହ ଭୁବନେଶ୍ୱରରୁ ଏକ ଟ୍ରେନ ନୂଆଦିଲ୍ଲୀ-ରାଜଧାନୀ ଭାୟା ସମ୍ୱଲପୁର, କୋରାପୁଟ-ନୂଆଦିଲ୍ଲୀ ଭାୟା ଜଗଦଲପୁର ଦେଇ ଏକ୍ସପ୍ରେସ ଟ୍ରେନ, ଜଗଦଲପୁର-ଭୁବନେଶ୍ୱର ଭାୟା କୋରାପୁଟ ଦେଇ ଏକ ପାସେଞ୍ଜର ଟ୍ରେନ୍ ଚଳାଚଳ କରାଯିବା, ଭୁବନେଶ୍ୱରକୁ ଆନ୍ତର୍ଜାତିକ ସ୍ତରରେ ରେଳ ଷ୍ଟେସନରେ […]

bjd mp

bjd mp

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 11:12 AM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ରେଳ ବଜେଟରେ ଓଡିଶା ପାଇଁ ୫ହଜାର ୫୭୬ କୋଟି ୫୦ ଲକ୍ଷ ଟଙ୍କ।ର ବ୍ୟବସ୍ଥା କରିବାକୁ ବିଜେଡି ସାଂସଦମାନେ ଦାବି କରିଛନ୍ତି। ସାଂସଦମାନେ ରେଳ ଭବନରେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି। ଏହାସହ ଭୁବନେଶ୍ୱରରୁ ଏକ ଟ୍ରେନ ନୂଆଦିଲ୍ଲୀ-ରାଜଧାନୀ ଭାୟା ସମ୍ୱଲପୁର, କୋରାପୁଟ-ନୂଆଦିଲ୍ଲୀ ଭାୟା ଜଗଦଲପୁର ଦେଇ ଏକ୍ସପ୍ରେସ ଟ୍ରେନ, ଜଗଦଲପୁର-ଭୁବନେଶ୍ୱର ଭାୟା କୋରାପୁଟ ଦେଇ ଏକ ପାସେଞ୍ଜର ଟ୍ରେନ୍ ଚଳାଚଳ କରାଯିବା, ଭୁବନେଶ୍ୱରକୁ ଆନ୍ତର୍ଜାତିକ ସ୍ତରରେ ରେଳ ଷ୍ଟେସନରେ ପରିଣତ କରିବାକୁ ସହାୟତା ଯୋଗାଇଦେବା ସହ ଏହାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story