ଶୋଷିଲା ରହିବେନି ରାଜଧାନୀର ପକ୍ଷୀ‍: ପାଣି ଯୋଗାଇ ଦେବ ବିଏମ୍‌ସି ‍‍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖରାଦିନେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ । ପକ୍ଷୀମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହେ।ଇଛି । ଖରାଦିନ ଆସିଲେ ରାଜଧାନୀରେ ସୃଷ୍ଟି ହୁଏ ପାଣିର ଘେ।ର ଅଭାବ। କେବଳ ମଣିଷ ନୁହେଁ ପଶୁପକ୍ଷୀ ପାଣିଟୋପେ ପାଇଁ ଡହଳବିକଳ ହୁଅନ୍ତି ।  ତେବେ ଏହାର ମୁକାବିଲା ପାଇଁ ଚଳିତ ମାସ ୨୫ତାରିଖ ଠାରୁ ରାଜଧାନୀର ବିଭିନ୍ନ ସ୍ଥାନରେ […]

bmc bird

bmc bird

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 05:07 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖରାଦିନେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ । ପକ୍ଷୀମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହେ।ଇଛି । ଖରାଦିନ ଆସିଲେ ରାଜଧାନୀରେ ସୃଷ୍ଟି ହୁଏ ପାଣିର ଘେ।ର ଅଭାବ। କେବଳ ମଣିଷ ନୁହେଁ ପଶୁପକ୍ଷୀ ପାଣିଟୋପେ ପାଇଁ ଡହଳବିକଳ ହୁଅନ୍ତି ।  ତେବେ ଏହାର ମୁକାବିଲା ପାଇଁ ଚଳିତ ମାସ ୨୫ତାରିଖ ଠାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ୧୦୦ଟି ପାଣି କୁଣ୍ଡ ରଖାଯିବ।  ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସହ।ୟତାରେ ଏହି ଯେ।ଜନା କାର୍ଯ୍ୟକାରୀ କରିବାକୁ ବିଏସି ଯୋଜନା ପ୍ରସ୍ତୁତ କରିଛି।

ତଥ୍ୟ କହୁଛି ଖରାଦିନେ ଭୁବନେଶ୍ବରରେ ପ୍ରାୟ ଦେଢ ଲକ୍ଷ ପକ୍ଷୀଙ୍କ ସମାଗମ ହୁଏ ।  ଘରଚଟେଇ, କୁଆ, ପାରା ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ହୁଏ ରାଜଧାନୀର ବିଭିନ୍ନ ଅଚଂଳରେ। ତେବେ ସେମାନଙ୍କ ସୁରକ୍ଷା ପାଇଁ ବିଏମ୍‌ସି ଏଥର ଅଣ୍ଟା ଭିଡିଛି ।‍‍‍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos