ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ୬୮ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀରେ ରାଜ୍ୟସ୍ତରୀୟ ପରେଡ ଉତ୍ସବ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ମହାତ୍ମାଗାନ୍ଧୀ ମାର୍ଗା। ଉତ୍ସବରେ ଓଡ଼ିଶା ପୋଲିସ, ଅଗ୍ନିଶମ, ଏନଡିଆରଏଫ୍‌, ରେଡକ୍ରସ୍‌, ଏନ୍‌ସିସି ଆଦି ସାମରିକ ଓ ବେସାମରିକ କଣ୍ଟିନଜେଣ୍ଟଙ୍କ ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ୭୮ଟି ଟ୍ରୁପ୍‌ ଭାଗ ନେବେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ […]

bbsr

bbsr

Rakesh Mallick
  • Published: Wednesday, 25 January 2017
  • Updated: 26 January 2017, 12:05 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ୬୮ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ରାଜଧାନୀରେ ରାଜ୍ୟସ୍ତରୀୟ ପରେଡ ଉତ୍ସବ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ମହାତ୍ମାଗାନ୍ଧୀ ମାର୍ଗା। ଉତ୍ସବରେ ଓଡ଼ିଶା ପୋଲିସ, ଅଗ୍ନିଶମ, ଏନଡିଆରଏଫ୍‌, ରେଡକ୍ରସ୍‌, ଏନ୍‌ସିସି ଆଦି ସାମରିକ ଓ ବେସାମରିକ କଣ୍ଟିନଜେଣ୍ଟଙ୍କ ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ୭୮ଟି ଟ୍ରୁପ୍‌ ଭାଗ ନେବେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଡେୟାର ଡେଭିଲ ଶୋ’ ରହିବ ଉତ୍ସବର ମୁଖ୍ୟ ଆକର୍ଷଣ।

ଆସନ୍ତାକାଲିର ଉତ୍ସବ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାସହ ଏସ୍‌ଓଜିର ସ୍ପେଶାଲ ଟାକଟିକାଲ ୟୁନିଟ୍‌ ଓ ଆଣ୍ଟି ବମ୍‌ ସ୍କ୍ୱାର୍ଡ ମଧ୍ୟ ଉପସ୍ଥିତ ରହିବେ ବୋଲି ପୋଲିସ ଡିଜି କେବି ସିଂହ କହିଛନ୍ତି।

ରାଜ୍ୟର ମାଓ ପ୍ରବଣ ଜିଲ୍ଲା ଗୁଡିକରେ ସାଧାରଣତନ୍ତ୍ର ଦିବସକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବାକୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କନ୍ଧମାଳ, କୋରାପୁଟ, ଜଗପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଦୁଇ ଦିନ ତଳୁ ସୁରକ୍ଷାକର୍ମୀ ସଜାଗ ହୋଇ ରହିଛନ୍ତି। ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ କରାଯାଉଛି। ଏହାସହ ସୀମାବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story