ତେଲ ନଦୀ ଘାଟରେ ଭାସୁଛି ମୃତଦେହ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତେଲ ନଦୀ ଘାଟରେ ଜଣଙ୍କ ବ୍ୟକ୍ତି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତଦେହଟି ଗୋଟେ କପଡ଼ାରେ ଗୁଡ଼ା ଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ମୃତଦେହଟି ତେଲ ନଦୀ ଘାଟରେ ଭାସୁଥିବା କଣ୍ଟାମାଳ ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହଟି କେଉଁ ସ୍ଥାନରୁ ଭାସି ଆସିଛି ସ୍ପଷ୍ଟ ହୋଇନାହିଁ। ମୃତଦେହଟି ବନ୍ୟା ପାଣିରେ ଭାସି ଆସି ଥିବା ଅନୁମାନ କରାଯାଉଛି। […]

deadbody2

deadbody2

Tapaswini Nayak
  • Published: Thursday, 12 September 2019
  • Updated: 12 September 2019, 09:55 AM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତେଲ ନଦୀ ଘାଟରେ ଜଣଙ୍କ ବ୍ୟକ୍ତି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତଦେହଟି ଗୋଟେ କପଡ଼ାରେ ଗୁଡ଼ା ଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳେ ମୃତଦେହଟି ତେଲ ନଦୀ ଘାଟରେ ଭାସୁଥିବା କଣ୍ଟାମାଳ ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହଟି କେଉଁ ସ୍ଥାନରୁ ଭାସି ଆସିଛି ସ୍ପଷ୍ଟ ହୋଇନାହିଁ।

ମୃତଦେହଟି ବନ୍ୟା ପାଣିରେ ଭାସି ଆସି ଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story