ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରୁ ନରସିଂହ ମିଶ୍ରଙ୍କ ଇସ୍ତଫା

ଭୁବନେଶ୍ୱର: ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭା ସଚିବଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି,“ବିରୋଧୀ ଦଳକୁ ଗୁରୁତ୍ୱ ଦିଆଯାଉ ନାହିଁ। ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୃହରେ ପାଳନ କରାଯାଉନି। ସରକାରଙ୍କ ଏକଛତ୍ରବାଦ ବିରୋଧରେ ମୁଁ ଇସ୍ତଫା ଦେଇଛି।” ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ବିରୋଧୀ ଦଳ ନେତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। ସେଥିପାଇଁ ସେ ଇସ୍ତଫା […]

narasingha

narasingha

Rakesh Mallick
  • Published: Friday, 24 March 2017
  • Updated: 25 March 2017, 07:17 AM IST

ଭୁବନେଶ୍ୱର: ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭା ସଚିବଙ୍କ ପାଖକୁ ପଠାଇ ଦେଇଛନ୍ତି।

ଇସ୍ତଫା ପରେ ସେ କହିଛନ୍ତି,“ବିରୋଧୀ ଦଳକୁ ଗୁରୁତ୍ୱ ଦିଆଯାଉ ନାହିଁ। ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୃହରେ ପାଳନ କରାଯାଉନି। ସରକାରଙ୍କ ଏକଛତ୍ରବାଦ ବିରୋଧରେ ମୁଁ ଇସ୍ତଫା ଦେଇଛି।”

ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ବିରୋଧୀ ଦଳ ନେତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି। ସରକାରୀ ଦଳର ୧୧୭ ବିଧାୟକ ଥିବାରୁ ଅହଂକାର ବଢ଼ିଯାଇଛି। ଜଗନ୍ନାଥ ତାଙ୍କର ଅହଂକାର ପିଶ୍ଚିତ ଭାଙ୍ଗିବେ।”

ଆଜି  ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ବସୁଥିବାରୁ ଏଥିରେ ଯୋଗ ଦେବେକି ପ୍ରଶ୍ନର ତାରା କହିଥିଲେ,“ବୈଠକକୁ ବିରୋଧୀ ଦଳ ନେତା ନଆସିଲେ ମୁଁ ଯିବିନି। ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଏହି ବୈଠକକୁ ଆମେ ବୈକଟ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story