ଛବିରାଣୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କ ପରଲୋକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ୧୯୮୦ ଦଶକର ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ପରଲୋକ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସନମଙ୍ଗଳା ସ୍ଥିତ ବାସଭବନରେ ଆଜି ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସ୍ୱର୍ଗତ କର ଛବି ରାଣୀ ହତ୍ୟା ଘଟଣାରେ ଶୁଣାଣି କରି  ଦୋଷୀ ମାନକୁ ମୃତ୍ୟୁ ଦଣ୍ଡ […]

8bnm

8bnm

Tapas Behera
  • Published: Tuesday, 25 August 2020
  • Updated: 25 August 2020, 08:33 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ୧୯୮୦ ଦଶକର ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ପରଲୋକ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସନମଙ୍ଗଳା ସ୍ଥିତ ବାସଭବନରେ ଆଜି ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସ୍ୱର୍ଗତ କର ଛବି ରାଣୀ ହତ୍ୟା ଘଟଣାରେ ଶୁଣାଣି କରି  ଦୋଷୀ ମାନକୁ ମୃତ୍ୟୁ ଦଣ୍ଡ ଶୁଣାଇ ଥିଲେ ।

ଏହା ବ୍ୟତିତ ସେ ତାଙ୍କ ଜୀବନକ।ଳ ମଧ୍ୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ ମାମଲା ବିଚାର କରି ରାଏ ଦେଇଥିଲେ। ଅବସର ଗ୍ରହଣ ପରେ ମଧ୍ୟ ସେ ନିଜକୁ  ଆଇନ୍‌ ସେବାରେ ଜଡ଼ିତ ରଖିଥିଲେ । ଶ୍ରୀ କର ନିଜକୁ ଗରିବ ଓ  ଅସହାୟମାନଙ୍କୁ  ମାଗଣାରେ  ଆଇନ୍‌ ସେବା ଯୋଗାଇ ଦେବା ସହ ବିଭିନ୍ନ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ରଖିଥିଲେ।  ତେବେ ଆଜି ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଦେବ କିଶୋର କର, ମନୋଜ କର ଓ ରଞ୍ଜନ କର ଉପସ୍ଥିତ ଥିଲେ। କୃଷ୍ଣ ଚନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ  ବାସ ଭବନରେ ପହଞ୍ଚିଥିଲେ।  ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବିରିଡ଼ିର ବିଲୁଆଖାଇ ନଈପଠାରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ନବ ମହାପାତ୍ରଙ୍କ ପତ୍ନୀ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର ପରେ ହତ୍ୟା କରିଥିଲେ। ୧୯୮୦ ଦଶକରେ ଏହି ଜଘନ୍ୟ କାଣ୍ଡ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା।  ଶ୍ରୀ କର ୧୯୮୧ ଜୁଲାଇ ମାସରେ ଏହି ମାମଲାର ଅପରାଧୀମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ଆସାମୀମାନେ ହାଇକୋର୍ଟରୁ ସାମାନ୍ୟ ରିହାତି ପାଇଥିଲେ। ଶେଷରେ ସୁପ୍ରିମକୋର୍ଟ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story