ରେଭେନ୍ସା କଲେଜର ୧୫୦ବର୍ଷ ପୂର୍ତ୍ତି ଉତ୍ସବ

କଟକ: ରେଭେନ୍ସା  କଲେଜର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଆରମ୍ଭ ହୋଇଛି। ଏହି ଉତ୍ସବ ୩ ଦିନ ଧରି ଚାଲିବ। ଆଜି ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଏସ.ସି ଜମିର ଓ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସେହିପରି ଉଚ୍ଚ ଶିକ୍ଷା ଓ  ସ୍କୁଲ ଗଣ ଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।