ଶାନ୍ତ ବାତାବରଣ ଫେରାଇ ଆଣିବା ପାଇଁ ରେଭେନ୍ସାରେ ଗଠନ ହେଲା ଡିସିପ୍ଲିନ୍‌ ସ୍କାଡ୍‌

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶାନ୍ତ ବାତାବରଣ ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ଆଜି ଏକ ଡିସିପ୍ଲିନ୍‌ ସ୍କାଡ୍‌ ଗଠନ କରିଛନ୍ତି। ଏହାଛଡ଼ା ଅଧିକ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌ସିଏ ବିଭାଗର ମୁଖ୍ୟଙ୍କ ବଦଳି ଦାବି କରି ଗତ ୧୪ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଘଟଣାର ତଦନ୍ତ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୪ ଜଣ ଛାତ୍ରଙ୍କୁ ବହିଷ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ୨ ବର୍ଷ […]

revenshaw-university

revenshaw-university

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 05:57 PM IST

Sports

Latest News

revenshaw university.jpgକଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶାନ୍ତ ବାତାବରଣ ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ଆଜି ଏକ ଡିସିପ୍ଲିନ୍‌ ସ୍କାଡ୍‌ ଗଠନ କରିଛନ୍ତି। ଏହାଛଡ଼ା ଅଧିକ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌ସିଏ ବିଭାଗର ମୁଖ୍ୟଙ୍କ ବଦଳି ଦାବି କରି ଗତ ୧୪ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଘଟଣାର ତଦନ୍ତ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୪ ଜଣ ଛାତ୍ରଙ୍କୁ ବହିଷ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ୨ ବର୍ଷ ଓ ଅନ୍ୟ ୩ ଜଣଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଥିଲା। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। ଯାହାଦ୍ୱାରା ଦୀର୍ଘ ୪ ଦିନ ଧରି କ୍ୟାମ୍ପସ୍‌ ଅଶାନ୍ତ ହୋଇପଡ଼ିଛି।

ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କୁଳପତି ଏକ କ୍ୟାମ୍ପସ୍‌ ଡିସିପ୍ଲିନ୍‌ ସ୍କ୍ୱାଡ ଗଠନ କରିଛନ୍ତି। ଏଥିରେ ୪୦ ଜଣ ବରିଷ୍ଠ ଓ ଅଭିଜ୍ଞ ଅଧ୍ୟାପକ ଅଛନ୍ତି। ସନ୍ଧ୍ୟା ପରେ ଏହି ସ୍କ୍ୱାଡ ରେଭେନ୍ସା ପରିସରରେ ପାଟ୍ରୋଲିଂ କରିବ। ଏପରିକି ରାତି ୧୦ଟା ପରେ ହଷ୍ଟେଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯାଞ୍ଚ କରିବ। ହଷ୍ଟେଲ୍‌ରେ ଲାଗିଥିବା ସିସିଟିଭି ସଂଖ୍ୟା ୨୦ରୁ ୫୨କୁ ବୃଦ୍ଧି କରାଯିବ। ସନ୍ଧ୍ୟା ବେଳେ ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲ ଭିତରେ ପ୍ରବେଶ କରିବେ ସେମାନଙ୍କ ପାଇଁ ଆଇକାର୍ଡ଼ ବାଧ୍ୟତାମୂଳକ ହେବ।

କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି,“ଏବେ ତାଲା ପଡିନାହିଁ, ଅଫିସ୍‌ କାମ ଠିକ୍‌ଠାକ୍‌ ଚାଲିଛି। ଏମ୍‌ସିଏ ବିଭାଗର ମୁଖ୍ୟଙ୍କ ବଦଳି ଦାବି କରି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିସିଟିଭି ଫୁଟେଜ୍‌କୁ ଆଧାର କରି ଚାବି ପକାଇଥିବା ୪ ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଣ୍ଡ ଦିଆଯାଇଛି। ଜଣକୁ ଦୁଇ ବର୍ଷ ଓ ଅନ୍ୟ ୩ ଜଣଙ୍କୁ ଏକ ବର୍ଷ ପାଇଁ ବହିଷ୍କାର  କରାଯାଇଛି। ଏବେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସନ୍ଧ୍ୟା ପରେ ବାହାର ପିଲାଙ୍କୁ କ୍ୟାମ୍ପସ ଭିତରକୁ ଛଡ଼ା ଯାଉନି। ହଷ୍ଟେଲ ଗୁଡ଼ିକରେ ଯାଞ୍ଚ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story