ଲାଞ୍ଚ ଲୋଭ ହେଲା କାଳ; ଆରଆଇ ନିଲମ୍ବିତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦଶ ହଜାର ଟଙ୍କା ଲାଞ୍ଚ ମାଗିବା ହେଲା କାଳ। ଭିଡିଓ ଭାଇରାଲ ହେବାପରେ  ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ। ଜମି ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ) ଦଶ ହଜାର ଟଙ୍କା ଦାବି କରିଥିଲେ। ତାଙ୍କର ଏହି ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଲାଇଲୋ ରାଜସ୍ୱ ନିରୀକ୍ଷକ ପୁଲିରାମ କିସ୍କୋଙ୍କୁ  ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ଅଲାଇଲୋ ଗାଁର ଜନୈକ ବ୍ୟକ୍ତି କୌଣସି କାରଣରୁ […]

RI

RI

Tapaswini Nayak
  • Published: Friday, 19 November 2021
  • Updated: 19 November 2021, 03:08 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦଶ ହଜାର ଟଙ୍କା ଲାଞ୍ଚ ମାଗିବା ହେଲା କାଳ। ଭିଡିଓ ଭାଇରାଲ ହେବାପରେ  ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ। ଜମି ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ) ଦଶ ହଜାର ଟଙ୍କା ଦାବି କରିଥିଲେ। ତାଙ୍କର ଏହି ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଲାଇଲୋ ରାଜସ୍ୱ ନିରୀକ୍ଷକ ପୁଲିରାମ କିସ୍କୋଙ୍କୁ  ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ସୂଚନା ଅନୁସାରେ, ଅଲାଇଲୋ ଗାଁର ଜନୈକ ବ୍ୟକ୍ତି କୌଣସି କାରଣରୁ ନିଜ ଘର ବାଡ଼ି କିସମ ଜମି ବିକିବାକୁ ଚାହୁଁଥିଲେ। ଜମିଟିକୁ କିଣିବାକୁ ଚାଁହୁଥିବା ବ୍ୟକ୍ତିଜଣକ ଏହି ଜମିର ମୂଲ୍ୟାଙ୍କନ ପାଇଁ  ଅଲାଇଲୋ ରାଜସ୍ୱ ନିରୀକ୍ଷକ ପୁଲିରାମଙ୍କୁ ସାକ୍ଷାତ କରିଥିଲେ। ରାଜସ୍ୱ ନିରୀକ୍ଷକ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ବ୍ୟକ୍ତିଜଣକ ପାଞ୍ଚ ହଜାର ଟଙ୍କା ଦେବାକୁ ରାଜି ହେଉଥିଲେ ମଧ୍ୟ ପୁଲିରାମ ତାଙ୍କୁ ରୋକଠୋକ ମନା କରି ଦେଇଥିଲେ। ଦଶହଜାର ଟଙ୍କାରୁ କମ୍‌ ହେଲେ କାମ ହୋଇପାରିବ ନାହିଁ ବୋଲି ପୁଲିରାମ ଜୈନିକ ବ୍ୟକ୍ତିଙ୍କୁ କହିଥିଲେ।

ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story