ଆର୍‌ଏସ୍‌ପି ବିସ୍ଥାପିତଙ୍କ ଥଇଥାନ ପ୍ରସଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ଅନୁସୂଚିତ ଜନଜାତି କମିଶନର

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଷ୍ଟ (ଆରଏସ୍‌ପି) ପାଇଁ ବହୁ ଆସିବାସୀ ସେମାନଙ୍କ ଭିଟାମାଟି ହରାଇଛନ୍ତି। ସେମାନେ ବାସ ହରାଇଲେ। ଇତି ମଧ୍ୟରେ ୬୫ ବର୍ଷ ବିତିଗଲାଣି। ହେଲେ ସେମାନଙ୍କ ସମସ୍ୟା ଏ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏଥିପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ପକ୍ଷରୁ କିଛି ସୁପାରିଶ କରାଯାଇଥିଲା। ଏହାକୁ କିପରି କାର୍ଯ୍ୟକାରୀ କରାଯାଉଛି ତାହା ଦେଖିବାର ବାକି ରହିଛି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଯେଉଁ ପରିମାଣରେ ସହାୟତାର ହାତ ବଢ଼ାଇବା କଥା କରିନାହାନ୍ତି। ଆଶା କରାଯାଉଛି […]

vlcsnap-2017-06-28-12h09m09s262-750x430

vlcsnap-2017-06-28-12h09m09s262-750x430

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 06:22 PM IST

Sports

Latest News

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଷ୍ଟ (ଆରଏସ୍‌ପି) ପାଇଁ ବହୁ ଆସିବାସୀ ସେମାନଙ୍କ ଭିଟାମାଟି ହରାଇଛନ୍ତି। ସେମାନେ ବାସ ହରାଇଲେ। ଇତି ମଧ୍ୟରେ ୬୫ ବର୍ଷ ବିତିଗଲାଣି। ହେଲେ ସେମାନଙ୍କ ସମସ୍ୟା ଏ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏଥିପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ପକ୍ଷରୁ କିଛି ସୁପାରିଶ କରାଯାଇଥିଲା। ଏହାକୁ କିପରି କାର୍ଯ୍ୟକାରୀ କରାଯାଉଛି ତାହା ଦେଖିବାର ବାକି ରହିଛି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଯେଉଁ ପରିମାଣରେ ସହାୟତାର ହାତ ବଢ଼ାଇବା କଥା କରିନାହାନ୍ତି। ଆଶା କରାଯାଉଛି ଆଗାମୀ ଦିନରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ, ଓଡ଼ିଶା ଓ କେନ୍ଦ୍ର ସରକାର ମିଶି ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବେ। ରାଉରକେଲା ଗସ୍ତରେ ଆସିଥିବା ଜାତୀୟ ଅନୁସୂଚିତ ଜନଜାତି କମିଶନର ନନ୍ଦ କୁମାର ସାଇ ଏହା କହିଛନ୍ତି।

ଜାତୀୟ ଅନୁସୂଚିତ ଜନଜାତି କମିଶନର ନନ୍ଦ କୁମାରଙ୍କୁ ରାଉରକେଲା ଷ୍ଟେସନ୍‌ରେ ବିଭିନ୍ନ ଆଦିବାସୀ ସଙ୍ଗଠନ ଓ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ସେ ଆଦିବାସୀ ସଙ୍ଗଠନ ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଜୁନ୍‌ ୨୦ ତାରିଖରେ କମିଶନ ରାଉରକେଲା ଇସ୍ପାତ କାରଖାନା ବିସ୍ଥାପିତ ସମସ୍ୟାର ସମାଧାନ ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ, ସୁନ୍ଦରଗଡ ଜିଲ୍ଲାପାଳ, ଆର୍‌ଏସ୍‌ପି ସିଇଓ ଓ ସେଲ୍‌ ଅଧ୍ୟକ୍ଷଙ୍କୁ ଦିଲ୍ଲୀ ଡାକି ୬୫ ବର୍ଷ ପୁରୁଣା ବସ୍ଥାପିତ ସମସ୍ୟାର ସମାଧାନ ନେଇ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story