ପିକ୍‌ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଆହତ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ରନ୍ତଲେଇ ଡେରାଜଙ୍ଗ ଡ୍ୟାମ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ  କୁଶାସିଙ୍ଗା  ଗାଁର  ପଦି ରାଉତ। ଆହତ ପ୍ରାଣବନ୍ଧୁ ଖିଲାରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ମୃତ ଓ ଆହତ ଶ୍ରମିକ ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କି ନିର୍ମାଣ ପାଇଁ ଏକ ପିକ୍‌ଅପ୍ […]

accident

accident

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 11:55 AM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ରନ୍ତଲେଇ ଡେରାଜଙ୍ଗ ଡ୍ୟାମ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ  କୁଶାସିଙ୍ଗା  ଗାଁର  ପଦି ରାଉତ। ଆହତ ପ୍ରାଣବନ୍ଧୁ ଖିଲାରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ମୃତ ଓ ଆହତ ଶ୍ରମିକ ବୋଲି ଜଣାପଡ଼ିଛି।

ପାଇଖାନା ଟାଙ୍କି ନିର୍ମାଣ ପାଇଁ ଏକ ପିକ୍‌ଅପ୍ ଭ୍ୟାନ୍‌ ମୂଷାପାପୁଲିରୁ ସିମେଣ୍ଟ ନନ୍ଦ ନେଇ ଯାଉଥିଲା। ସେଥିରେ ୪ ଜଣ ଶ୍ରମିକ ସବାର ହୋଇଥିଲେ। ଡେରଜାଙ୍ଗ ଡ୍ୟାମ ନିକଟ ରାସ୍ତାରେ ନିର୍ମାଣ ହୋଇଥିବା ବ୍ୟାରିଅରରେ ଗାଡିଟି ଧକ୍କା ହୋଇଥିଲା।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story