ପୃଥକ୍‌ ଦୁର୍ଘଟଣାରେ ୨ ମୃତ, ୨୩ ଆହତ

ସମ୍ୱଲପୁର: ଆଜି ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର-ବରଗଡ଼ ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଆଜି ଭୋରୁ ଏକ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତକ ଓ ଆହତଙ୍କ ଘର ଦେବଗଡ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 01:43 PM IST

Sports

Latest News

ସମ୍ୱଲପୁର: ଆଜି ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର-ବରଗଡ଼ ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଆଜି ଭୋରୁ ଏକ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତକ ଓ ଆହତଙ୍କ ଘର ଦେବଗଡ ଜିଲ୍ଲାରେ। ମୃତକମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ଡାଙ୍ଗଘାଟ ଗାଁର ମନୀନ୍ଦ୍ର ବେହେରା, ଖରମୁଣ୍ଡା ଗାଁର ନବୀନ ଗଡନାୟକ।

ଖାରୁମୁଣ୍ଡା ଗାଁର ଜଣେ ପିଲାର ଗୋଡ଼ ଭାଙ୍ଗିଯିବାରୁ ତାର ଚିକିତ୍ସା ପାଇଁ ପରିବାର ଲୋକେ ବୋଲେରୋରେ ବୁର୍ଲାକୁ ଆଣୁଥିଲେ।  ଡ୍ରାଇଭର ଭାରସାମ୍ୟ ହରାଇ ଗାଡିଟିକୁ ଡିଭାଇଡରରେ ପିଟିଦେଇଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଟଙ୍ଗାବିଲା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ହୋଇଛି। ସରିତା ନାମକ ଏକ ଘରୋଇ ବସ୍‌ଟି କେନ୍ଦୁଝରରୁ ବାରିପଦା ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ଆହତମାନଙ୍କୁ କରଞ୍ଜିଆ ଓ ଯଶିପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର୍ ଓ ହେଲ୍‌ପର୍ ଫେରାର୍ ହୋଇଯାଇଛନ୍ତି।  ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story