ମନ୍ଦିରରେ ପିଟିହେଲା କାର୍‌

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ନିକଟରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ରାସ୍ତା କଡ଼ରେ ଥିବା ମନ୍ଦିରରେ ପିଟି ହେବା ଫଳରେ କାର୍ ଡ୍ରାଇଭର ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ପରିଚୟ ମିଳିପାରି ନାହିଁ। ହେଲେ ସେମାନଙ୍କ ଘର ସମ୍ବଲରପୁରର ଲରମ୍ଭା ଗାଁର ବୋଲି ଜଣାପଡ଼ିଛି। ଆଜି ସକାଳେ ସମସ୍ତେ ବାହାଘର କାର୍ଡ ବାଣ୍ଟିବା ପାଇଁ […]

acccident9

acccident9

Tapaswini Nayak
  • Published: Tuesday, 11 February 2020
  • Updated: 11 February 2020, 05:45 PM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ନିକଟରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ରାସ୍ତା କଡ଼ରେ ଥିବା ମନ୍ଦିରରେ ପିଟି ହେବା ଫଳରେ କାର୍ ଡ୍ରାଇଭର ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତମାନଙ୍କ ପରିଚୟ ମିଳିପାରି ନାହିଁ। ହେଲେ ସେମାନଙ୍କ ଘର ସମ୍ବଲରପୁରର ଲରମ୍ଭା ଗାଁର ବୋଲି ଜଣାପଡ଼ିଛି।

ଆଜି ସକାଳେ ସମସ୍ତେ ବାହାଘର କାର୍ଡ ବାଣ୍ଟିବା ପାଇଁ କାର୍‌ ଯୋଗେ ଲରମ୍ଭାରୁ ପୋଲସରା ଆସୁଥିଲେ। ଏହି ସମୟରେ ଖଟକଟିଆ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମନ୍ଦିରରେ ବାଡ଼େଇ ହୋଇଯାଇଥିଲା। ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story