ଦୁଇଟି ସ୍ଥାନରେ ଦୁର୍ଘଟଣା, ଆଖି ବୁଜିଲେ ୫

ବାରିପଦା/କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।  ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଯୋଡ଼ିବାରୁ ନିକଟରେ ଏକ ଟ୍ରକ୍ ଓଲଟି ୩ ଜଣଙ୍କ ଜୀବନ ଯାଇଛି।  ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଜନି ଭକ୍ତା, ତାଙ୍କ ସ୍ଵାମୀ ଦୈରା ଭକ୍ତା ଓ ସାନଫାଗୁ ମାଝୀ । ଗତକାଲି ଦିନ ଗୋଟାଏ ସମୟରେ  ନିକଟସ୍ଥ ଵେସରପାଣି ଲୋଧାସାହିର ଲୋକେ କେନ୍ଦୁଆ ଗ୍ରାମ […]

Accident

Accident

Tapaswini Nayak
  • Published: Monday, 24 January 2022
  • Updated: 24 January 2022, 10:01 AM IST

ବାରିପଦା/କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।  ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଯୋଡ଼ିବାରୁ ନିକଟରେ ଏକ ଟ୍ରକ୍ ଓଲଟି ୩ ଜଣଙ୍କ ଜୀବନ ଯାଇଛି।  ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଜନି ଭକ୍ତା, ତାଙ୍କ ସ୍ଵାମୀ ଦୈରା ଭକ୍ତା ଓ ସାନଫାଗୁ ମାଝୀ ।

ଗତକାଲି ଦିନ ଗୋଟାଏ ସମୟରେ  ନିକଟସ୍ଥ ଵେସରପାଣି ଲୋଧାସାହିର ଲୋକେ କେନ୍ଦୁଆ ଗ୍ରାମ ପଞ୍ଚାୟତରୁ ରାସନ୍ ଚାଉଳ ନେଇ ଏକ ଟ୍ରକ୍‌ରେ ଫେରୁଥିଲେ। ଏହି ସମୟରେ ଟ୍ରକ୍‌ଟି ଯୋଡ଼ିବାରୁ  ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାପସରା ୨୬ ନମ୍ବର ଏନ୍ଏଚ୍‌ରେଏକ  ବାଇକ୍‌କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଚଞ୍ଚରାଭାଡି ଗାଁର ଚନ୍ଦ୍ରଶେଖର ନାୟକ ଓ ବନମାଳୀ ପୁର ଗାଁର ମୋସିନ ଖାଁ  ବୋଲି ଜଣାପଡିଛି।

ଗତକାଲି ଅପରାହ୍ନରେ ଚନ୍ଦ୍ରଶେଖର ଓ ମୋସିନ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କ ବାଇକ୍‌କୁ ପିକ୍‌ଅପ୍‌ ଭ୍ୟାନ୍ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଭବାନୀପାଟଣା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଦୁର୍ଘଟଣାପରେ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭର  ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story