ସୁବର୍ଣ୍ଣପୁର: ବରଯାତ୍ରୀ ଗାଡ଼ି ଓଲଟି ୪ ମୃତ, ୩୦ ଆହତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସାରସମାଲ ନିକଟରେ ଗତକାଲି ବିଳମ୍ୱିତ ରାତିରେ ବରଯାତ୍ରୀ ଗାଡ଼ି ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଗୁରୁତର ୨ ଜଣଙ୍କୁ ବରପାଲି ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ବଳଦେବ କୁମ୍ଭାର, ପବିତ୍ର କୁମ୍ଭାର, ଜଳଧନ୍ଦର ରାଜହଂସ ଏବଂ ରଞ୍ଜିତ କୁମ୍ଭାର। ଆହତମାନଙ୍କୁ  ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ […]

accident

accident

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 04:21 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସାରସମାଲ ନିକଟରେ ଗତକାଲି ବିଳମ୍ୱିତ ରାତିରେ ବରଯାତ୍ରୀ ଗାଡ଼ି ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଗୁରୁତର ୨ ଜଣଙ୍କୁ ବରପାଲି ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ବଳଦେବ କୁମ୍ଭାର, ପବିତ୍ର କୁମ୍ଭାର, ଜଳଧନ୍ଦର ରାଜହଂସ ଏବଂ ରଞ୍ଜିତ କୁମ୍ଭାର। ଆହତମାନଙ୍କୁ  ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବରଯାତ୍ରୀ ଦଳକୁ ନେଇ ଏକ ୭୦୯ ଗାଡି ବରଗଡ଼ ଜିଲ୍ଲା ବରପାଲି ସତଲମା ଗାଁରୁ ଏକ ବରଯାତ୍ରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ନିକଟ ନାଇକେନପାଲିକୁ ଆସିଥିଲେ। ସାରସମାଲ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ ଖାଲରେ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ୪ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story