ଗାଡ଼ି ଧକ୍କାରେ ଚାଲିଗଲା ସରପଞ୍ଚଙ୍କ ଜୀବନ

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲାରେ ଗାଡ଼ି ଧକ୍କାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଇମାଟିର ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମିତାଞ୍ଜଳି ସ୍ୱାଇଁ। ଗତରାତିରେ ରେଳ ଷ୍ଟେସନ୍‌ରୁ ଫର୍ଟିଲାଇଜର ଟାଉନସିପ ସ୍ଥିତ ବାପ ଘରକୁ ଅଟୋରେ ଯିବା ବେଳେ ଆରଏସ୍‌ପି ସ୍ଲାଗ୍ ଗେଟ୍ ନିକଟ ଜାତୀୟ ରାଜପଥରେ ତାଙ୍କ ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।  ଅଟୋରେ ତାଙ୍କ ବାପା ମାଆ ମଧ୍ୟ ଥିଲେ।  ଅଟୋ ଓଲଟି ପଡ଼ିବା ପରେ ମିତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ […]

accident

accident

Rakesh Mallick
  • Published: Monday, 12 March 2018
  • Updated: 12 March 2018, 03:06 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲାରେ ଗାଡ଼ି ଧକ୍କାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଇମାଟିର ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମିତାଞ୍ଜଳି ସ୍ୱାଇଁ। ଗତରାତିରେ ରେଳ ଷ୍ଟେସନ୍‌ରୁ ଫର୍ଟିଲାଇଜର ଟାଉନସିପ ସ୍ଥିତ ବାପ ଘରକୁ ଅଟୋରେ ଯିବା ବେଳେ ଆରଏସ୍‌ପି ସ୍ଲାଗ୍ ଗେଟ୍ ନିକଟ ଜାତୀୟ ରାଜପଥରେ ତାଙ୍କ ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।  ଅଟୋରେ ତାଙ୍କ ବାପା ମାଆ ମଧ୍ୟ ଥିଲେ।  ଅଟୋ ଓଲଟି ପଡ଼ିବା ପରେ ମିତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏଥିରେ ତାଙ୍କ ବାପା ମାଆ ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story