ମାତାଲ ପୋଲିସ ଡ୍ରାଇଭରଙ୍କ ଗାଡ଼ି ଧକ୍କାରେ ଜଣେ ଗୁରୁତର

ବଲାଙ୍ଗିର: ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଉତ୍ପାତ ସୃଷ୍ଟି କରିଛନ୍ତି ପୋଲିସ ଡ୍ରାଇଭର। ଏହି ଘଟଣା ଘଟିଛି ବଲାଙ୍ଗିର ସହରର ତୁଳସୀନଗରରେ। ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାତାଲ ଡ୍ରାଇଭର ଜଣଙ୍କ ୧୧ କେଭି ବିଦ୍ୟୁତ୍ ଖୁଣ୍ଟକୁ ମଧ୍ୟ ଧକ୍କା ଦେଇଥିଲେ। ସେ ଫେରାର ହୋଇଯାଇଛନ୍ତି।

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:04 AM IST

ବଲାଙ୍ଗିର: ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଉତ୍ପାତ ସୃଷ୍ଟି କରିଛନ୍ତି ପୋଲିସ ଡ୍ରାଇଭର। ଏହି ଘଟଣା ଘଟିଛି ବଲାଙ୍ଗିର ସହରର ତୁଳସୀନଗରରେ। ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାତାଲ ଡ୍ରାଇଭର ଜଣଙ୍କ ୧୧ କେଭି ବିଦ୍ୟୁତ୍ ଖୁଣ୍ଟକୁ ମଧ୍ୟ ଧକ୍କା ଦେଇଥିଲେ। ସେ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story