କାରକୁ ପିଟିଲା ଟ୍ରକ୍‌, ଆଖି ବୁଜିଲେ ଜିଲ୍ଲା ପରିଷଦ ସଭ୍ୟ

ଯାଜପୁର(ଓଡ଼ିଶା ରିପୋର୍ଟର): ସମ୍ପର୍କୀୟଙ୍କ ଶବ ସଂସ୍କାର ସାରି ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା। ଆଉ ସବୁଦିନ ପାଇଁ ଶବ ପାଲଟିଗଲେ ଭାଗବତ। ଏଭଳି ଦୁଃଖଦ ଘଟଣା ଘଟିଛି ଗୁରୁବାର ସକାଳେ। ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚୋରଦା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ କାରକୁ ପଛପଟୁ ଧକ୍କା ଦେବାରୁ ଭାଗବତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଯାଜପୁର ୩୦ ନମ୍ବର ଜୋନର ଜିଲ୍ଲାପରିଷଦ […]

saba

saba

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 01:40 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ସମ୍ପର୍କୀୟଙ୍କ ଶବ ସଂସ୍କାର ସାରି ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା। ଆଉ ସବୁଦିନ ପାଇଁ ଶବ ପାଲଟିଗଲେ ଭାଗବତ। ଏଭଳି ଦୁଃଖଦ ଘଟଣା ଘଟିଛି ଗୁରୁବାର ସକାଳେ। ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚୋରଦା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ କାରକୁ ପଛପଟୁ ଧକ୍କା ଦେବାରୁ ଭାଗବତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଉଛନ୍ତି ଯାଜପୁର ୩୦ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଭାଗବତ ପ୍ରସାଦ ମିଶ୍ର। ଆହତ ଜଣଙ୍କ ହେଉଛନ୍ତି ମନୋଜ କୁମାର ସାମଲ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଗବତ ବିଜେଡି ଦଳର ଛାମୁଆ ନେତା ଥିଲେ। ଚୋରଦା ଛକ ନିକଟରେ ନିକଟରେ  ତାଙ୍କର ଦୁର୍ଘଟଣା ଘଟିଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story