ବୋଲେରୋ-ବାଇକ୍‌ ମୁହାଁମୁହିଁ ଧକ୍କା

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଳ ରାସ୍ତାର ଖଟଖଟିଆ  ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ  ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଇକ୍‌ ଆରୋହୀ ବୋଲି ଜଣାପଡ଼ିଛି। ତାଙ୍କ ନାଁ କୈଳାସ ଲୁହା। ତାଙ୍କ ଘର  ବୁଟୁମୁଣ୍ଡା  ଗାଁରେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ […]

aacident00

aacident00

Tapaswini Nayak
  • Published: Friday, 28 February 2020
  • Updated: 28 February 2020, 05:29 PM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଳ ରାସ୍ତାର ଖଟଖଟିଆ  ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ  ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଇକ୍‌ ଆରୋହୀ ବୋଲି ଜଣାପଡ଼ିଛି। ତାଙ୍କ ନାଁ କୈଳାସ ଲୁହା। ତାଙ୍କ ଘର  ବୁଟୁମୁଣ୍ଡା  ଗାଁରେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ କଣ୍ଟାମାଳ ରାସ୍ତା ଅବରୋଧ କରିଛନ୍ତି।  ଫଳରେ ଗଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି।

କଣ୍ଟାମାଳ ପୁଲିସ୍‌ ଡ୍ରାଇଭରକୁ ଅଟକ ରଖିବା ସହ ବୋଲେରୋକୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story