ଗ୍ୟାସ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶହିଦନଗର ଥାନା ସମ୍ମୁଖ ଓଭରବ୍ରିଜ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ କଣ୍ଟେନରକୁ  ଟ୍ରକ୍‌ଟି ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଟ୍ରକ୍ ଡ୍ରାଇଭରଙ୍କ ନାଁ ମଲ୍ଲାପା କୁରୀ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି। ଆହତ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବରମୁଣ୍ଡା ପାର୍ଶ୍ୱରୁ […]

truck00

truck00

Tapaswini Nayak
  • Published: Wednesday, 23 October 2019
  • Updated: 23 October 2019, 07:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶହିଦନଗର ଥାନା ସମ୍ମୁଖ ଓଭରବ୍ରିଜ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ କଣ୍ଟେନରକୁ  ଟ୍ରକ୍‌ଟି ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଟ୍ରକ୍ ଡ୍ରାଇଭରଙ୍କ ନାଁ ମଲ୍ଲାପା କୁରୀ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି। ଆହତ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବରମୁଣ୍ଡା ପାର୍ଶ୍ୱରୁ ଏକ ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା। ଏହି ସମୟରେ ଓଭରବ୍ରିଜ ଉପରେ ରସୁଲଗଡ ଆଡକୁ ମୁହଁ କରି ଠିଆ ହୋଇ ରହିଥିବା ଗ୍ୟାସ ବୋଝେଇ କଣ୍ଟେନରକୁ ଟ୍ରକ୍‌ଟି ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଥିଲା ।   

ସହିଦନଗର ଥାନା ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story