ବାଇକ୍‌ ଧକ୍କାରେ କାଉଡ଼ିଆ ମୃତ, ୩ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁରରେ ବାଇକ୍‌ ଧକ୍କାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ଭଗବାନ ଦୋରା(୩୭)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋବରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଇକ୍‌ରେ ବସିଥିବା ୩ ଜଣ ଯୁବକ ଆହତ ହୋଇଛନ୍ତି। ଭଞ୍ଜନଗରର ବାଞ୍ଛେଶ୍ୱର ଶିବ ମନ୍ଦିରରେ ପାଣି ଢାଳିବା ପାଇଁ  ପୋଡ଼ାମାରି ଧର୍ମପୁରୁ ଗାଁରୁ […]

death

death

Rakesh Mallick
  • Published: Monday, 08 August 2016
  • Updated: 08 August 2016, 09:27 AM IST

Sports

Latest News

ଆସିକା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁରରେ ବାଇକ୍‌ ଧକ୍କାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ଭଗବାନ ଦୋରା(୩୭)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋବରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ବାଇକ୍‌ରେ ବସିଥିବା ୩ ଜଣ ଯୁବକ ଆହତ ହୋଇଛନ୍ତି।

ଭଞ୍ଜନଗରର ବାଞ୍ଛେଶ୍ୱର ଶିବ ମନ୍ଦିରରେ ପାଣି ଢାଳିବା ପାଇଁ  ପୋଡ଼ାମାରି ଧର୍ମପୁରୁ ଗାଁରୁ  ଏକ କାଉଡ଼ିଆ ଦଳ ବାହାରିଥିଲେ। ମୁନିଗୁଡ଼ାରୁ ଇନ୍ଧନପୁରକୁ ଯାଉଥିବା ଏକ ମୋଟର ସାଇକେଲ ଭଗବାନଙ୍କୁ ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story