ବର୍ଷା ଦିନରେ ପିଇବା ପାଣି ସଙ୍କଟ: ଗରା ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ବଲାଙ୍ଗିର: ବର୍ଷା ଦିନରେ ଜଳାଭାବ। ପିଇବା ପାଣି ଠିକ୍‌ରେ ନ ମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବଲାଙ୍ଗିର ହାତୀଶାଳପଡ଼ା ବାସିନ୍ଦା। ଶତାଧିକ ମହିଳା ହାତରେ ଗରା ମାଠିଆ ଧରି ସିଭିଲ୍ କୋର୍ଟ ଆଗରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବଲାଙ୍ଗିର-ପାଟଣାଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଲୋକେ ଏଡିଏମ୍‌ଙ୍କୁ ଅବଗତ କରିବା ପରେ ବି ପ୍ରତିକାର ବ୍ୟବସ୍ଥା ନ ହେବାରୁ […]

road block

road block

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 02:24 PM IST

Sports

Latest News

ବଲାଙ୍ଗିର: ବର୍ଷା ଦିନରେ ଜଳାଭାବ। ପିଇବା ପାଣି ଠିକ୍‌ରେ ନ ମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବଲାଙ୍ଗିର ହାତୀଶାଳପଡ଼ା ବାସିନ୍ଦା। ଶତାଧିକ ମହିଳା ହାତରେ ଗରା ମାଠିଆ ଧରି ସିଭିଲ୍ କୋର୍ଟ ଆଗରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବଲାଙ୍ଗିର-ପାଟଣାଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଲୋକେ ଏଡିଏମ୍‌ଙ୍କୁ ଅବଗତ କରିବା ପରେ ବି ପ୍ରତିକାର ବ୍ୟବସ୍ଥା ନ ହେବାରୁ ଶେଷରେ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos