ତେଲ ଟ୍ୟାଙ୍କର ଓଲଟି ରାସ୍ତା ଜାମ୍‌; ୫୦ ସ୍କୁଲର ଛାତ୍ରଛାତ୍ରୀ ଉପାସ

ଜୟପୁର (ଟି.ଗୌରି ଶଙ୍କର): ଜୟପୁର-କୋରାପୁଟ ଘାଟିର ୨୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ସେଥିରୁ ତେଲ ଲିକ୍ ହେଉଛି।  ଏଥିଯୋଗୁ ପୁଲିସ୍ ରାସ୍ତାର ଉଭୟ ପାର୍ଶ୍ୱକୁ କର୍ଡନ କରି ରଖିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ରଣ୍ଡାପାଲି ସେଣ୍ଟ୍ରାଲ କିଚେନରୁ ୫୦ଟି ସ୍କୁଲ ପାଇଁ ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ୫ଟି ଗାଡ଼ି ମଧ୍ୟ ଉକ୍ତ […]

jaypur0

jaypur0

Tapaswini Nayak
  • Published: Tuesday, 17 December 2019
  • Updated: 17 December 2019, 02:18 PM IST

Sports

Latest News

ଜୟପୁର (ଟି.ଗୌରି ଶଙ୍କର): ଜୟପୁର-କୋରାପୁଟ ଘାଟିର ୨୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ସେଥିରୁ ତେଲ ଲିକ୍ ହେଉଛି।  ଏଥିଯୋଗୁ ପୁଲିସ୍ ରାସ୍ତାର ଉଭୟ ପାର୍ଶ୍ୱକୁ କର୍ଡନ କରି ରଖିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ରଣ୍ଡାପାଲି ସେଣ୍ଟ୍ରାଲ କିଚେନରୁ ୫୦ଟି ସ୍କୁଲ ପାଇଁ ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ୫ଟି ଗାଡ଼ି ମଧ୍ୟ ଉକ୍ତ ରାସ୍ତାରେ ଅଟକି ରହିଛି। ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓପାସ ରହିଛନ୍ତି। ପ୍ରତିଦିନ କୋରାପୁଟ ଓ ସୁନାବେଡ଼ା ଅଞ୍ଚଳକୁ ରଣ୍ଡାପାଲି ସେଣ୍ଟ୍ରାଲ କିଚେନ୍‌ରୁ ମଧ୍ୟାହ୍ନ ଭୋଜନ ଯାଇଥାଏ।

ସୂଚନାଯୋଗ୍ୟ, ଆଜି ସକାଳେ ତେଲ ଟ୍ୟାଙ୍କରଟି ବିଶାଖାପାଟନମରୁ ରାୟପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଦୁଇ ଜେସିବି ମେସିନ ଦ୍ୱାରା ତେଲ ଟ୍ୟାଙ୍କରକୁ ଉଠାଇବା ପାଇଁ ଉଦ୍ୟମ  ଜାରି ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story