ରୋଗୀ ମୃତ୍ୟୁକୁ ନେଇ ବୁର୍ଲା ମେଡ଼ିକାଲରେ ଭଙ୍ଗାରୁଜା, ଫୋର୍ସ ମୁତୟନ

ସମ୍ୱଲପୁର: ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ବୁର୍ଲା ବଡ଼ ମେଡିକାଲରେ ତୁମୁଳକାଣ୍ଡ ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜଣେ ମୃତକଙ୍କ ସମ୍ପର୍କୀୟ କାଜୁଆଲିଟିରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ହସପିଟାଲ ପରିସରରେ ଫୋର୍ସ ମୁତୟନ କରାଯାଇଛି। ପିଜି ଛାତ୍ରମାନେ ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ କାଜୁଆଲିଟି ସେବା ବନ୍ଦ କରିବାକୁ ପିଜି ଛାତ୍ରମାନେ ଚେତାବନୀ ଦେଇଛନ୍ତି। ଏହାକୁ […]

burla

burla

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 08:07 AM IST

Sports

Latest News

ସମ୍ୱଲପୁର: ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ବୁର୍ଲା ବଡ଼ ମେଡିକାଲରେ ତୁମୁଳକାଣ୍ଡ ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜଣେ ମୃତକଙ୍କ ସମ୍ପର୍କୀୟ କାଜୁଆଲିଟିରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ହସପିଟାଲ ପରିସରରେ ଫୋର୍ସ ମୁତୟନ କରାଯାଇଛି। ପିଜି ଛାତ୍ରମାନେ ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ କାଜୁଆଲିଟି ସେବା ବନ୍ଦ କରିବାକୁ ପିଜି ଛାତ୍ରମାନେ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ୨ଟି ମାମଲା ରୁଜୁ ହୋଇଛି।
ଛାତିରେ ଯନ୍ତ୍ରଣା ଯୋଗୁଁ ବୁର୍ଲା ଅଟାଚକି ପଡାର ହିମାଂଶୁ ଛତ୍ରିଆ ଗତ ୨୨ ତାରିଖରେ ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ୨୪ ତାରିଖ ସକାଳେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ହେଲେ ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପୁଣି ମେଡିକାଲକୁ ଅଣାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ, ବିଳମ୍ୱରେ ଚିକିତ୍ସା ଆରମ୍ଭ କରାଯିବାରୁ ହିମାଂଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରୋଗୀ ଆଶୁ ଚିକିତ୍ସା ବିଭାଗରେ ପହଞ୍ଚିଲା ବେଳକୁ ମୃତ୍ୟୁ ହୋଇ ସାରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story