ବନ କର୍ମଚାରୀଙ୍କୁ ଦଳି ଦେଲା ହାତୀ

ରାଉରକେଲା: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି। କେଉଁଠି ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ କେଉଁଠି ହାତୀ ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି ଧାନ ଖାଇ ଦେଉଛି। ଏହିପରି  ଅଭିଯୋଗ ପ୍ରାୟ ପ୍ରତିଦିନ ଆସୁଛି। ଖବର ଆସିଛି, ରାଉରକେଲାରେ ହାତୀ ଆକ୍ରମଣର ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପତି ବେଭାର। କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ୍ ଗୁଡ଼ଛାପଲ୍ ଗାଁ ନିକଟରେ କର୍ମଚାରୀ ଜଣକ […]

African savanna elephant (Loxodonta africana africana)

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 01:07 PM IST

Sports

Latest News

ରାଉରକେଲା: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି। କେଉଁଠି ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ କେଉଁଠି ହାତୀ ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି ଧାନ ଖାଇ ଦେଉଛି। ଏହିପରି  ଅଭିଯୋଗ ପ୍ରାୟ ପ୍ରତିଦିନ ଆସୁଛି।

ଖବର ଆସିଛି, ରାଉରକେଲାରେ ହାତୀ ଆକ୍ରମଣର ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପତି ବେଭାର। କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ୍ ଗୁଡ଼ଛାପଲ୍ ଗାଁ ନିକଟରେ କର୍ମଚାରୀ ଜଣକ ହାତୀ ଘଉଡାଇବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ହାତୀ ଘଉଡ଼ାଇବାରେ ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଲୋକେ। ଏହି ଘଟଣା ପରେ ମୃତଦେହକୁ ଅଟକ ରଖିବା ସହ ବନ କର୍ମଚାରୀଙ୍କୁ ଘେରିଛନ୍ତି ଗାଁ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story