ଜଟଣୀ ଫ୍ଲାଇ ଓଭର ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଘଟଣାସ୍ଥଳରେ ଏନ୍‌ଆଇଟି ଟିମ୍‌

ଭୁବନେଶ୍ୱର: ଜଟଣୀ ଫ୍ଲାଇ ଓଭର୍ ନିର୍ମାଣରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଜାରି ରହିଛି। ତଦନ୍ତ ଭାର ନେଇଥିବା ରାଉରକେଲା ଏନ୍ଆଇଟିର ଏକ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  ଟିମରେ ୪ଜଣ ସଦସ୍ୟ ଅଛନ୍ତି। ନିର୍ମାଣ କାମର ବୈଷୟିକ ଦିଗକୁ ନେଇ ଟିମ୍ ତଦନ୍ତ କରିବ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବ୍ୟବସାୟୀ ସଂଘ ଏନ୍ଆଇଟିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା।ପଣ୍ଡା ଇନ୍ଫ୍ରା ସଂସ୍ଥା ବ୍ରିଜର ପାଇଲିନ୍ ନିର୍ମାଣରେ ୬୦ ଫୁଟ୍ ଯାଗାରେ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 01:29 PM IST

Sports

Latest News

ଭୁବନେଶ୍ୱର: ଜଟଣୀ ଫ୍ଲାଇ ଓଭର୍ ନିର୍ମାଣରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଜାରି ରହିଛି। ତଦନ୍ତ ଭାର ନେଇଥିବା ରାଉରକେଲା ଏନ୍ଆଇଟିର ଏକ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  ଟିମରେ ୪ଜଣ ସଦସ୍ୟ ଅଛନ୍ତି। ନିର୍ମାଣ କାମର ବୈଷୟିକ ଦିଗକୁ ନେଇ ଟିମ୍ ତଦନ୍ତ କରିବ।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବ୍ୟବସାୟୀ ସଂଘ ଏନ୍ଆଇଟିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା।ପଣ୍ଡା ଇନ୍ଫ୍ରା ସଂସ୍ଥା ବ୍ରିଜର ପାଇଲିନ୍ ନିର୍ମାଣରେ ୬୦ ଫୁଟ୍ ଯାଗାରେ ୨୦ ଫୁଟ୍ ଲୁହାରଡ୍ ଦେଇ ରାତିଅଧିଆ କାମ କରିଛି। ଯାହାର ସିସିଟିଭି ଫୁଟେଜ୍ ଅଛି ବୋଲି କହିଥିଲା ବ୍ୟବସାୟୀ ମହାସଂଘ।ଏନେଇ ଜଟଣୀ ବ୍ୟବସାୟୀ ମହାସଂଘ ଏବଂ ଜଟଣୀ ବିକାଶ ମଞ୍ଚର ଏକ ପ୍ରତିନିଧି ଦଳ ରାଉରକେଲା ଯାଇ ଏନଆଇଟି ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏ ସମ୍ପର୍କରେ ଅବଗତ କରିଥିଲା। ଏହାସତ୍ତ୍ୱେ ଏନ୍ଆଇଟି କାହିଁକି ଏହି ଅଭିଯୋଗକୁ ତଦନ୍ତ ପରିସରକୁ ନେଉନି ବୋଲି ଗତକାଲି ଅଭିଯୋଗ କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story