ଜମି ଅଧିଗ୍ରହଣ ବେଳେ ରାଉରକେଲାରେ ଉତ୍ତେଜନା, ୧୪୪ ଧାରା ଜାରି

ରାଉରକେଲା:  ସ୍ୱେରେଜ୍  ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ସମୟରେ ରାଉରକେଲା ଭବାନୀପୁରରେ ଉତ୍ତେଜନା ପ୍ରକାଶ ପାଇଛି। ୨୧ ନମ୍ବର ସେର ଭବାନୀପୁରରେ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉକ୍ତ ସ୍ଥାନକୁ ପୂଜାସ୍ଥଳ ଭାବେ ବ୍ୟବହାର କରିବାକୁ ଗୋଟିଏ  ଗୋଷ୍ଠୀ ଉଦ୍ୟମ କରୁଥିବାରୁ ସତର୍କତାମୂଳକ ପଦକ୍ଷେପ ଏଭଳି ନିଆଯାଇଛି।

rourkela

rourkela

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 11:34 PM IST

Sports

Latest News

ରାଉରକେଲା:  ସ୍ୱେରେଜ୍  ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ସମୟରେ ରାଉରକେଲା ଭବାନୀପୁରରେ ଉତ୍ତେଜନା ପ୍ରକାଶ ପାଇଛି। ୨୧ ନମ୍ବର ସେର ଭବାନୀପୁରରେ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉକ୍ତ ସ୍ଥାନକୁ ପୂଜାସ୍ଥଳ ଭାବେ ବ୍ୟବହାର କରିବାକୁ ଗୋଟିଏ  ଗୋଷ୍ଠୀ ଉଦ୍ୟମ କରୁଥିବାରୁ ସତର୍କତାମୂଳକ ପଦକ୍ଷେପ ଏଭଳି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos