ମାଉସୀ ମା’ ମନ୍ଦିରରେ ପହଞ୍ଚିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀ ମା’ ମନ୍ଦିରରେ ପହଞ୍ଚିଛି। ଗତକାଲି ବଢେଇବାଙ୍କ ଛକରେ ଅଟକି ଥିବା ରଥକୁ ଆଜି ଅପରାହ୍ଣରେ ଶ୍ରଦ୍ଧାଳୁମାନେ ପୁଣି ଟାଣିଥିଲେ। ଗତକାଲି ଅଶୋକଷ୍ଟାମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ସହ ରଥ ଟାଣି ନେଇଥିଲେ। ଆସନ୍ତା ୧୮ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଗ୍ରହଣ କରାଯାଇଛି ବୋଲି ଏଡିଏମ୍‌ ଅବନୀକାନ୍ତ […]

rath

rath

Rakesh Mallick
  • Published: Friday, 15 April 2016
  • Updated: 15 April 2016, 01:41 PM IST

Sports

Latest News

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀ ମା’ ମନ୍ଦିରରେ ପହଞ୍ଚିଛି। ଗତକାଲି ବଢେଇବାଙ୍କ ଛକରେ ଅଟକି ଥିବା ରଥକୁ ଆଜି ଅପରାହ୍ଣରେ ଶ୍ରଦ୍ଧାଳୁମାନେ ପୁଣି ଟାଣିଥିଲେ।

ଗତକାଲି ଅଶୋକଷ୍ଟାମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ସହ ରଥ ଟାଣି ନେଇଥିଲେ।

ଆସନ୍ତା ୧୮ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଗ୍ରହଣ କରାଯାଇଛି ବୋଲି ଏଡିଏମ୍‌ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story