୨ଟି ଦେଶଦ୍ରୋହ ଅପରାଧରୁ ମୁକ୍ତ ହେଲେ ମାଓନେତା ସବ୍ୟସାଚୀ

ନୟାଗଡ: ଦୁଇଟି ଦେଶଦ୍ରୋହ ମାମଲାରୁ ମାଓନେତା ସବ୍ୟସାଚୀ ପଣ୍ଡା ମୁକ୍ତ ହୋଇଛନ୍ତି। ଆଜି ନୟାଗଡ଼ ଜିଲ୍ଲା ଜଜ୍ ତାଙ୍କୁ ଏହି ଦେଶଦ୍ରୋହ ମାମଲାରୁ ମୁକ୍ତ କରିଛନ୍ତି। ୨୦୦୮ ନୟାଗଡ ଥାନା ଆକ୍ରମଣ ଘଟଣାରେ ତାଙ୍କ ବିରୋଧରେ ୯ଟି ମାମଲା ରୁଜୁ ହୋଇଥିଲା। ତେବେ ଦଶପଲ୍ଲାରେ ଟାୟାର ଦୋକାନୀଙ୍କୁ ହତ୍ୟା ଓ ନଢିଆ ବୋଝେଇ ଟ୍ରକ ଉପରେ ଆକ୍ରମଣ ମାମଲାରେ ଦେଶଦ୍ରୋହ ଦଫା ଲଗାଯାଇଥିଲା। ଏହି ଦଫା ହଟାଇବା ଲାଗି ସବ୍ୟସାଚୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ନୟାଗଡ ଜିଲ୍ଲା ଓ […]

sabyasachi

sabyasachi

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 04:08 PM IST

Sports

Latest News

ନୟାଗଡ: ଦୁଇଟି ଦେଶଦ୍ରୋହ ମାମଲାରୁ ମାଓନେତା ସବ୍ୟସାଚୀ ପଣ୍ଡା ମୁକ୍ତ ହୋଇଛନ୍ତି। ଆଜି ନୟାଗଡ଼ ଜିଲ୍ଲା ଜଜ୍ ତାଙ୍କୁ ଏହି ଦେଶଦ୍ରୋହ ମାମଲାରୁ ମୁକ୍ତ କରିଛନ୍ତି। ୨୦୦୮ ନୟାଗଡ ଥାନା ଆକ୍ରମଣ ଘଟଣାରେ ତାଙ୍କ ବିରୋଧରେ ୯ଟି ମାମଲା ରୁଜୁ ହୋଇଥିଲା। ତେବେ ଦଶପଲ୍ଲାରେ ଟାୟାର ଦୋକାନୀଙ୍କୁ ହତ୍ୟା ଓ ନଢିଆ ବୋଝେଇ ଟ୍ରକ ଉପରେ ଆକ୍ରମଣ ମାମଲାରେ ଦେଶଦ୍ରୋହ ଦଫା ଲଗାଯାଇଥିଲା। ଏହି ଦଫା ହଟାଇବା ଲାଗି ସବ୍ୟସାଚୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ନୟାଗଡ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ତାଙ୍କ ବିରୋଧରେ ଥିବା ଏହି ଦେଶଦ୍ରୋହ ମାମଲାକୁ ହଟାବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story