ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ପୋଲିସ ଡିଜିଙ୍କ ପରାମର୍ଶ

କଟକ: ସାଧାରଣଲୋକଙ୍କ ଆସ୍ଥାଭାଜନ ହୁଅ। ଏହାସହ ଉତ୍ତମ ସେବା ଯୋଗାଇ ଦିଅ। ଗୁରୁବାର କଟକରେ ଅନୁଷ୍ଠିତ ୫୯ତମ ବରିଷ୍ଠ ପୋଲିସ୍ ଅଧିକାରୀ ସମ୍ମିଳନୀ ଅବସରରେ ବରିଷ୍ଠ ପୋଲିସ ଅଧିକାରଙ୍କୁ ଏହି ପରାମର୍ଶ ଦେଇ କହିଛନ୍ତି ପୋଲିସ ଡିଜି କେ.ବି.ସିଂହ। ସେ କହିଛନ୍ତି ଯେ, ଏହି ପ୍ରାଥମିକତା ନେଇ ଓଡ଼ିଶା ପୋଲିସ ଆଗକୁ ବଢିବ। ବିରିଷ୍ଠ ପୋଲିସ ଅଧିକାରଙ୍କୁ ଲୋକଙ୍କ ନିକଟକୁ ଯିବାକୁ ହେବ। ଆବଶ୍ୟକ ପଡିଲେ ପୋଲିସ୍ ତାଲିମ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ଏହି ବୈଠକରେ […]

police dg kb singh

police dg kb singh

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 04:14 PM IST

Sports

Latest News

କଟକ: ସାଧାରଣଲୋକଙ୍କ ଆସ୍ଥାଭାଜନ ହୁଅ। ଏହାସହ ଉତ୍ତମ ସେବା ଯୋଗାଇ ଦିଅ। ଗୁରୁବାର କଟକରେ ଅନୁଷ୍ଠିତ ୫୯ତମ ବରିଷ୍ଠ ପୋଲିସ୍ ଅଧିକାରୀ ସମ୍ମିଳନୀ ଅବସରରେ ବରିଷ୍ଠ ପୋଲିସ ଅଧିକାରଙ୍କୁ ଏହି ପରାମର୍ଶ ଦେଇ କହିଛନ୍ତି ପୋଲିସ ଡିଜି କେ.ବି.ସିଂହ। ସେ କହିଛନ୍ତି ଯେ, ଏହି ପ୍ରାଥମିକତା ନେଇ ଓଡ଼ିଶା ପୋଲିସ ଆଗକୁ ବଢିବ। ବିରିଷ୍ଠ ପୋଲିସ ଅଧିକାରଙ୍କୁ ଲୋକଙ୍କ ନିକଟକୁ ଯିବାକୁ ହେବ। ଆବଶ୍ୟକ ପଡିଲେ ପୋଲିସ୍ ତାଲିମ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରାଯିବ।

ଏହି ବୈଠକରେ ଆତଙ୍କବାଦ ଓ ମାଓବାଦ ସମେତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ୍, ସୋସିଆଲ୍ ମିଡିଆ, ଟେଣ୍ଡର ଫିକ୍ସିଂ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ଆଲୋଚନା କରାଯାଇଛି। ଅନୁଗୋଳ ଓ ମୟୂରଭଞ୍ଜରେ ନକ୍ସଲ ହିଂସା ବଢିଥିବାରୁ ତାର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ଏହସହ ମାଓବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଡିଜିପି କହିଛନ୍ତି।

ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ବୈଠକରେ ସମସ୍ତ ଜିଲ୍ଳାର ଏସପିଙ୍କ ସହ ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story