ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ପରେ  ରାଜ୍ୟର ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲେଶ୍ୱର: ଓଡ଼ିଶାରେ ରହି ଅବଦୁର୍ ରେହମାନର ଆତଙ୍କବାଦୀ ଲିଙ୍କ୍ ପରେ ଏବେ ରାଜ୍ୟର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଚନ୍ଦନେଶ୍ୱର ଠାରୁ ଆରମ୍ଭ କରି ଚାନ୍ଦିପୁର ପର୍ଯ୍ୟନ୍ତ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ମେରାଇନ୍ ପୋଲିସ ସମୁଦ୍ର କୂଳରେ ବୋଟ୍ ମାଧ୍ୟମରେ ପଇନ୍ତରା ମାରୁଥିବା ବେଳେ ତଟରକ୍ଷା ବାହିନୀ ସମୁନ୍ଦ୍ର ଭିତରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛି। ସେହିପରି ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ବିଭାଗର ଡିଆର୍ଡିଓ କ୍ୟାମ୍ପସକୁ ଏକ ପ୍ରକାରର […]

boat

boat

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 01:09 PM IST

Sports

Latest News

ବାଲେଶ୍ୱର: ଓଡ଼ିଶାରେ ରହି ଅବଦୁର୍ ରେହମାନର ଆତଙ୍କବାଦୀ ଲିଙ୍କ୍ ପରେ ଏବେ ରାଜ୍ୟର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଚନ୍ଦନେଶ୍ୱର ଠାରୁ ଆରମ୍ଭ କରି ଚାନ୍ଦିପୁର ପର୍ଯ୍ୟନ୍ତ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ମେରାଇନ୍ ପୋଲିସ ସମୁଦ୍ର କୂଳରେ ବୋଟ୍ ମାଧ୍ୟମରେ ପଇନ୍ତରା ମାରୁଥିବା ବେଳେ ତଟରକ୍ଷା ବାହିନୀ ସମୁନ୍ଦ୍ର ଭିତରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛି। ସେହିପରି ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ବିଭାଗର ଡିଆର୍ଡିଓ କ୍ୟାମ୍ପସକୁ ଏକ ପ୍ରକାରର ସିଲ୍ କରି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ପ୍ରତିରକ୍ଷା ବିଭାଗର ପ୍ରଥମ ଫାଟକ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଏପରିକି ସିଭିଲ୍ ୱାକ୍ ପାଇଁ ଯାଉଥିବା ଠିକା କର୍ମଚାରୀ ମାନଙ୍କୁ ମଧ୍ୟ ସୁରକ୍ଷାକର୍ମୀ ଯାଞ୍ଚ କରୁଛନ୍ତି। ଏଥିସହିତ ପ୍ରତିରକ୍ଷା ବିଭାଗର ସିକ୍ୟୁରିଟି ଅଫିସରଙ୍କ ସହିତ ଯୋଗସୂତ୍ର ରକ୍ଷା କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଚଳାଇଛି।

ସେହିପରି ଆସନ୍ତାକାଲି ଚାନ୍ଦିପୁରସ୍ଥିତ ଆଇଟିଆରର ୩୩ତମ ରାଇଜିଂ ଡେ ପାଳନ ହେବ। ଏହି ଦିବସକୁ ପାଳନ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେ ଜଗତପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହେବା ପରେ ଆଇଟିଆରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story