ସାଫେକ୍ସ ଇଣ୍ଡିଆର ୫ଟି ପ୍ଲଟର ଇ-ନିଲାମୀରୁ ୧୬.୭୧ ଲକ୍ଷ ଟଙ୍କା

କଟକ: ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନଫ୍ରା ଇଣ୍ଡିଆର କିଛି ସମ୍ପତ୍ତିର ଆଜି ଇ-ନିଲାମୀ ହୋଇଛି। ସଂସ୍ଥାର ମୋଟ ୧୪ ଏକର ୧୫୯ ଡେସିମିଲ୍ ଜମିରୁ ଆଜି ୯୩୨ ଡେସିମିଲ ପରିମିତ ୫ଟି ପ୍ଲଟ୍‌ ୧୬,୭୧୩୬୫ ଟଙ୍କାରେ ନିଲାମ ହୋଇଛି। କଟକ ଏଡିଏମଙ୍କ କାର୍ଯ୍ୟାଳୟରେ ଆଜି ଏହି ନିଲାମୀ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତର ରନଝିଲ ଗାଁରେ ଏହି ୫ଟି ପ୍ଲଟ ଥିଲା। ସରକାରଙ୍କ ପକ୍ଷରୁ ଜମିର ବେସ୍ ପ୍ରାଇସ ୧୩ ଲକ୍ଷ ୫୮ ହଜାର ଟଙ୍କା […]

safex-india

safex-india

Rakesh Mallick
  • Published: Monday, 11 July 2016
  • Updated: 11 July 2016, 09:05 PM IST

କଟକ: ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନଫ୍ରା ଇଣ୍ଡିଆର କିଛି ସମ୍ପତ୍ତିର ଆଜି ଇ-ନିଲାମୀ ହୋଇଛି। ସଂସ୍ଥାର ମୋଟ ୧୪ ଏକର ୧୫୯ ଡେସିମିଲ୍ ଜମିରୁ ଆଜି ୯୩୨ ଡେସିମିଲ ପରିମିତ ୫ଟି ପ୍ଲଟ୍‌ ୧୬,୭୧୩୬୫ ଟଙ୍କାରେ ନିଲାମ ହୋଇଛି। କଟକ ଏଡିଏମଙ୍କ କାର୍ଯ୍ୟାଳୟରେ ଆଜି ଏହି ନିଲାମୀ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତର ରନଝିଲ ଗାଁରେ ଏହି ୫ଟି ପ୍ଲଟ ଥିଲା। ସରକାରଙ୍କ ପକ୍ଷରୁ ଜମିର ବେସ୍ ପ୍ରାଇସ ୧୩ ଲକ୍ଷ ୫୮ ହଜାର ଟଙ୍କା ରଖାଯାଇଥିବା ବେଳେ ଏହାକୁ ଇ-ଅକ୍ସନ ପ୍ରକ୍ରିୟାରେ ମୋଟ ୧୬ ଲକ୍ଷ ୭୧ ହଜାର ୩୬୫ ଟଙ୍କ।ରେ ନିଲାମ କରାଯାଇଛି। ସାଫେକ୍ସ ଇଣ୍ଡିଆର ମୋଟ ୮୪ ଟି ପ୍ଲଟ ଇ-ଅକ୍ସନ ହେବାକୁ ଥିବାବେଳେ ଆଜି ୫ ଟିର ନିଲାମ ଶେଷ ହୋଇଛି। ତେବେ ବଳକା ପ୍ଲଟ ଗୁଡ଼ିକ ପରବର୍ତ୍ତୀ ପର୍ଯ୍ୟାୟରେ ନିଲାମ କରାଯିବ।

ସୂଚନାଯୋଗ୍ୟ, ଜୁନ ୧୬ ତାରିଖ ଦିନ  ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର ସଂପତ୍ତି ନିଲାମ ହୋଇପାରି ନ ଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story