ସହଦେବଖୁଣ୍ଟା ଥାନା ସ୍ଥାନାନ୍ତର ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଧାରଣା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ବିଚାରଗଞ୍ଜକୁ ସ୍ଥାନାନ୍ତର ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ପୋଲିସ୍ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନାହାନ୍ତି।  ସହଦେବ ଖୁଣ୍ଟା ଥାନା ସ୍ଥାନରେ ଏକ ମହିଳା ଥାନା ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଜି ବିଚାରଗଞ୍ଜରେ ନବନିର୍ମିତ ଥାନା ଗୃହକୁ ଡିଜିପି କେବି ସିଂହଦେଓ ଉଦ୍‌ଘାଟନ କରିବାର […]

baleswar

baleswar

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 10:56 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ବିଚାରଗଞ୍ଜକୁ ସ୍ଥାନାନ୍ତର ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ପୋଲିସ୍ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନାହାନ୍ତି।  ସହଦେବ ଖୁଣ୍ଟା ଥାନା ସ୍ଥାନରେ ଏକ ମହିଳା ଥାନା ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆଜି ବିଚାରଗଞ୍ଜରେ ନବନିର୍ମିତ ଥାନା ଗୃହକୁ ଡିଜିପି କେବି ସିଂହଦେଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos