ଅନ୍ତିମ ଯାତ୍ରାରେ ସହିଦ ସୁନୀଲ ଏବଂ ଶିବାଶିଷ

ଭୁବନେଶ୍ୱର/କଟକ: ଅନ୍ତିମ ଯାତ୍ରାରେ ଦୁଇ ସହିଦ ଡେପୁଟି କମାଣ୍ଡାଣ୍ଟ ସୁନୀଲ ବେହେରା ଏବଂ ଯବାନ ଶିବାଶିଷ ପଣ୍ଡା। ଶୋକାକୁଳ ପରିବେଶ ମଧ୍ୟରେ ସହିଦ ସୁନୀଲଙ୍କ ଶେଷାକୃତ୍ୟ ଭୁବନେଶ୍ୱର ସତ୍ୟନଗରସ୍ଥିତ ଶଶ୍ମାନରେ ସମ୍ପନ୍ନ ହୋଇଯାଇଛି। ସେହିପରି ସହିଦ ଯବାନ ଶିବାଶିଷଙ୍କ ମର ଶରୀର ଅପରାହ୍ନରେ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ଶେଷକୃତ୍ୟ ଲାଗି ନିଆଯାଇଥିଲା। ଶିବାଶିଷଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପାଖ ପଡୋଶୀ। ଆଜି କୋରାପୁଟରୁ ଉଭୟଙ୍କ ମର ଶରୀର ଖୋର୍ଦ୍ଧା ବିଏସ୍ଏଫ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରେ ବିଏସଏଫ […]

sahid

sahid

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 03:19 PM IST

Sports

Latest News

ଭୁବନେଶ୍ୱର/କଟକ: ଅନ୍ତିମ ଯାତ୍ରାରେ ଦୁଇ ସହିଦ ଡେପୁଟି କମାଣ୍ଡାଣ୍ଟ ସୁନୀଲ ବେହେରା ଏବଂ ଯବାନ ଶିବାଶିଷ ପଣ୍ଡା। ଶୋକାକୁଳ ପରିବେଶ ମଧ୍ୟରେ ସହିଦ ସୁନୀଲଙ୍କ ଶେଷାକୃତ୍ୟ ଭୁବନେଶ୍ୱର ସତ୍ୟନଗରସ୍ଥିତ ଶଶ୍ମାନରେ ସମ୍ପନ୍ନ ହୋଇଯାଇଛି। ସେହିପରି ସହିଦ ଯବାନ ଶିବାଶିଷଙ୍କ ମର ଶରୀର ଅପରାହ୍ନରେ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ଶେଷକୃତ୍ୟ ଲାଗି ନିଆଯାଇଥିଲା। ଶିବାଶିଷଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପାଖ ପଡୋଶୀ।

ଆଜି କୋରାପୁଟରୁ ଉଭୟଙ୍କ ମର ଶରୀର ଖୋର୍ଦ୍ଧା ବିଏସ୍ଏଫ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରେ ବିଏସଏଫ ପକ୍ଷରୁ ଉଭୟଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ରାଜ୍ୟ କ୍ରିଡା ମନ୍ତ୍ରୀ ସୁଦାମ ମାରାଣ୍ଡି , ପୋଲିସ ଡିଜି କେ.ଭି. ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସହିଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ।

ସେଠାରୁ ସହିଦ ଶିବାଶିଷଙ୍କ ମର ଶରୀର କଟକସ୍ଥିତ ଓଏସଏପି ବାଟାଲିୟନକୁ ନିଆଯାଇଥିଲା। ସେଠାରୁ ଚାଉଳିଆଗଞ୍ଜ ମୈତ୍ରୀବିହାର ସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ମର ଶରୀର ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଅନ୍ତିମ ଯାତ୍ରାରେ ବାହାରିଥିଲା। ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେହିପରି ସହିଦ ଡେପୁଟି କମାଣ୍ଡାଣ୍ଟ ବେହେରାଙ୍କ ମର ଶରୀର ଭୁବନେଶ୍ୱର କଳିଙ୍ଗ ନଗରସ୍ଥିତ ବାସଭବନରେ ପହଞ୍ଚିବା ପରେ ସତ୍ୟନଗରସ୍ଥିତ ଶଶ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ  ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story