ସାହିତ୍ୟିକ ସାରଦା ପ୍ରସାଦ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ସାହିତ୍ୟିକ ସାରଦା ପ୍ରସାଦ ମିଶ୍ରଙ୍କର ଆଜି ୫୩ ବର୍ଷ ବୟସରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଜି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ୧୫ ବର୍ଷ  ଧରି ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ରୂପେ କାମ କରୁଥିଲେ।  ସେ ଓଡ଼ିଶାରେ ଚାରି ଜଣ ରାଜ୍ୟପାଳଙ୍କ ପାଖରେ ଲୋକସମ୍ପର୍କ ଅଧିକାରୀ ଭାବେ […]

sarada

sarada

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 10:28 AM IST

Sports

Latest News

ଭୁବନେଶ୍ୱର: ସାହିତ୍ୟିକ ସାରଦା ପ୍ରସାଦ ମିଶ୍ରଙ୍କର ଆଜି ୫୩ ବର୍ଷ ବୟସରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଜି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।

ଦୀର୍ଘ ୧୫ ବର୍ଷ  ଧରି ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ରୂପେ କାମ କରୁଥିଲେ।  ସେ ଓଡ଼ିଶାରେ ଚାରି ଜଣ ରାଜ୍ୟପାଳଙ୍କ ପାଖରେ ଲୋକସମ୍ପର୍କ ଅଧିକାରୀ ଭାବେ କାମ କରିଥିଲେ। ସ୍ୱର୍ଗତ ସାରଦା ମିଶ୍ର ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ। ସାହିତ୍ୟ ସାଧନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା। ସାରଦାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story