ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍‌ ଅସୁରେଶ୍ୱର କୋଚିଳେଇ ପଡିଆ ନିକଟରେ  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଯୁବକ ଉପରକୁ ଗୁଳିମାଡ଼ ହୋଇଛି। ସେ ହେଉଛନ୍ତି ପାଇକରାପୁର ଗାଁର ତପନ କୁମାର ବେହେରା। ତପନଙ୍କର ଡାହାଣ  ଗୋଡରେ ଗୁଳି ବାଜିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଂଚାୟତ ନିର୍ବାଚନ ହିଂସାକୁ ନେଇ ତାଙ୍କ ଉପରେ ଗୁଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।  ନିଶ୍ଚିନ୍ତକୋଇଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ […]

salepur

salepur

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 01:39 PM IST

Sports

Latest News

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍‌ ଅସୁରେଶ୍ୱର କୋଚିଳେଇ ପଡିଆ ନିକଟରେ  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଯୁବକ ଉପରକୁ ଗୁଳିମାଡ଼ ହୋଇଛି। ସେ ହେଉଛନ୍ତି ପାଇକରାପୁର ଗାଁର ତପନ କୁମାର ବେହେରା। ତପନଙ୍କର ଡାହାଣ  ଗୋଡରେ ଗୁଳି ବାଜିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପଂଚାୟତ ନିର୍ବାଚନ ହିଂସାକୁ ନେଇ ତାଙ୍କ ଉପରେ ଗୁଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।  ନିଶ୍ଚିନ୍ତକୋଇଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos