ଧ୍ୱଂସାବଶେଷ ତଳୁ ମିଳିଲା ଶିବ ତୀର୍ଥ ମଠର ୧୬ ସମାଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଣା ଭୁବନେଶ୍ୱରରେ ଉଚ୍ଛେଦ କାମ ଚାଲିଥିବା ବେଳେ ଶିବ ତୀର୍ଥ ମଠର ୧୬ଟି ସମାଧୀ ଠାବ ହୋଇଛି। ଏହି ସମାଧୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଐତିହାସିକମାନେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଠାରେ ଏଭଳି ସମାଧୀ ସମ୍ପର୍କରେ ଐତିହାସିକ ତଥା ହେରିଟେଜ ବିଶେଷଜ୍ଞ ଅନୀଲ ଧୀର ଆରକେଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଅଧିକାରୀଙ୍କୁ ଗତମାସ ୧୬ ତାରିଖରେ ଅବଗତ କରାଇଥିଲେ। ଏହି ସମାଧୀ ଗୁଡ଼ିକ ମାଟି ଓ […]

sel2

sel2

Hemant Lenka
  • Published: Friday, 03 July 2020
  • Updated: 03 July 2020, 05:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଣା ଭୁବନେଶ୍ୱରରେ ଉଚ୍ଛେଦ କାମ ଚାଲିଥିବା ବେଳେ ଶିବ ତୀର୍ଥ ମଠର ୧୬ଟି ସମାଧୀ ଠାବ ହୋଇଛି। ଏହି ସମାଧୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଐତିହାସିକମାନେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଠାରେ ଏଭଳି ସମାଧୀ ସମ୍ପର୍କରେ ଐତିହାସିକ ତଥା ହେରିଟେଜ ବିଶେଷଜ୍ଞ ଅନୀଲ ଧୀର ଆରକେଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଅଧିକାରୀଙ୍କୁ ଗତମାସ ୧୬ ତାରିଖରେ ଅବଗତ କରାଇଥିଲେ।

ଏହି ସମାଧୀ ଗୁଡ଼ିକ ମାଟି ଓ ଗଛପତ୍ର ମଧ୍ୟରେ ପୋତି ହୋଇ ରହିଥିଲା। ଏହାକୁ ସମସ୍ତେ ଭୁଲି ଯାଇଥିବା ବେଳେ ଉଚ୍ଛେଦ ବେଳେ ଏହାର ଚାରିଖାଖକୁ ଭାଙ୍ଗି ଦିଆଯାଇଛି। ସାମାଧୀ ଆଗରେ ଥିବା ୬ଟି ବିଲଡିଂ ରହିଥିଲା। ଏହାକୁ ଭାଙ୍ଗିବାକୁ ଏହାର ମାଲିକମାନେ ଅନୁମତି ଦେଇଥିଲେ। ଯଦି ସମାଧୀଗୁଡ଼ିକ ଠିକ୍‌ ଭାବେ ଚିହ୍ନଟ ହୋଇପାରି ନଥାଆନ୍ତା, ତା’ହେଲେ ଧ୍ୱଂସାବଶେଷ ତଳେ ଏଗୁଡ଼ିକ ସବୁଦିନ ପାଇଁ ରହିଯାଇଥାନ୍ତା। ବର୍ତ୍ତମାନ ଏଠାରେ ଯେଉଁ ଉଚ୍ଛେଦ କାମ ଚାଲିଛି, ତାହା ବେଶ ନିୟନ୍ତ୍ରଣ ଢଙ୍ଗରେ ଚାଲିଛି। ସମାଧୀକୁ ଯେମିତି କ୍ଷତି ନ ପହଞ୍ଚିବ, ତା’ ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ମାତ୍ର ଦୁଇ ଫୁଟ ଦୂରତାରୁ ହିଁ ଉଚ୍ଛେଦ କାମକୁ ବନ୍ଦ କରାଯାଇଥିଲା।

ଶ୍ରୀ ଧୀର କହିଛନ୍ତି, ଏହି ସମାଧୀ ଗୁଡ଼ିକ ସମ୍ଭବତଃ ଶିବ ତୀର୍ଥ ମଠର ମହନ୍ତଙ୍କର ହୋଇଥାଇପାରେ। ଏହି ସମାଧୀଗୁଡ଼ିକ ଗୋଟିଏ ଷ୍ଟ୍ରେଟ ଲାଇନରେ ରହିଛି। ଲିଙ୍ଗରାଜ ମନ୍ଦିର ଓ ମଠର ଇତିହାସ ସମ୍ପର୍କରେ ରେକର୍ଡ ରହିଛି। ମଠର ସମାଧୀ ଇତିହାସରେ ଅନେକ ଗୁରୁତ୍ୱ ବହନ କରେ। ମଠର ଉନ୍ନତିକରଣ କିମ୍ବା ଅନ୍ୟ କୌଣସି କାମ କରାଯାଏ, ତା’ହେଲେ ବି ଏହି ସମାଧୀଗୁଡ଼ିକୁ କେହି ବି ସ୍ପର୍ଶ କରନ୍ତି ନାହିଁ। ଏହି ସମାଧୀଗୁଡ଼ିକ ୧୨ଶ ଶତାବ୍ବୀରୁ ୨୦ତମ ଶତାବ୍ବୀ ଇତିହାର ଟାଇମଲାଇନ। ଏଥିରେ କିଛି ଛୋଟ ଶିବଲିଙ୍ଗ ରହିଛି। କିଛି ବର୍ଷ ତଳେ ଦୁଇଟି ଲିଙ୍ଗଙ୍କୁ କେହି ଚୋରି କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story