ସମାଜର ନୂଆ ସମ୍ପାଦକ ହେଲେ ବାମାପଦ ତ୍ରିପାଠୀ

କଟକ: ଦୈନିକ ଖବରକାଗଜ ସମାଜର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ। ଗତକାଲି ଅପରାହ୍ଣରେ ସେ ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଥିଲେ। ଅନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ଲୋକଙ୍କ ନିକଟରେ ସମାଜ କିପରି ଅଧିକରୁ ଅଧିକ ଆଦ୍ରୁତ ହେବ ସେଥିପାଇଁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କାର୍ଯ୍ୟାଳୟ ବୁଲି ଦେଖିବା […]

bamapada

bamapada

Rakesh Mallick
  • Published: Monday, 10 October 2016
  • Updated: 10 October 2016, 09:06 AM IST

Sports

Latest News

କଟକ: ଦୈନିକ ଖବରକାଗଜ ସମାଜର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ। ଗତକାଲି ଅପରାହ୍ଣରେ ସେ ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଥିଲେ।

ଅନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ଲୋକଙ୍କ ନିକଟରେ ସମାଜ କିପରି ଅଧିକରୁ ଅଧିକ ଆଦ୍ରୁତ ହେବ ସେଥିପାଇଁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କାର୍ଯ୍ୟାଳୟ ବୁଲି ଦେଖିବା ସହ କର୍ମଚାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story