ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର: କୁଚିଣ୍ଡା ସାମ୍ୱାଦିକ ସଂଘ ପକ୍ଷରୁ ଦାବିପତ୍ର

କୁଚିଣ୍ଡା: ନୀଳାଦ୍ରି ବିଜେ ନୀତି ସମୟରେ ପୁରୀରେ ସାମ୍ୱାଦିକଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରର ପ୍ରତିବାଦ କରି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସାମ୍ୱାଦିକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଊପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଅଧୀନ ବାମରା, ଜମନକିରା ଓ କୁଚିଣ୍ଡାର ସାମ୍ୱାଦିକ ଏକତ୍ରିତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

kuchida

kuchida

Rakesh Mallick
  • Published: Friday, 22 July 2016
  • Updated: 22 July 2016, 04:52 PM IST

କୁଚିଣ୍ଡା: ନୀଳାଦ୍ରି ବିଜେ ନୀତି ସମୟରେ ପୁରୀରେ ସାମ୍ୱାଦିକଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରର ପ୍ରତିବାଦ କରି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସାମ୍ୱାଦିକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଊପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଅଧୀନ ବାମରା, ଜମନକିରା ଓ କୁଚିଣ୍ଡାର ସାମ୍ୱାଦିକ ଏକତ୍ରିତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos