ଅଛିଣ୍ଡା ରହିଲା ଭିମ୍‌ସା ବିବାଦ: ବିଧାୟିକାଙ୍କ ଆଲୋଚନା ବିଫଳ

ସମ୍ୱଲପୁର: ଜଟିଳ ହେବାରେ ଲାଗୁଛି ଭିମ୍‌ସା ବିବାଦ। ଏହି ବିବାଦର ସମାଧାନ ପାଇଁ ଆଜି ଭିମ୍‌ସା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ। ବୈଠକରେ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ, ଏସ୍‌ପି, ଭିମ୍‌ସା ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧିକ୍ଷକ ଓ ଡାକ୍ତରଙ୍କ ପ୍ରତିନିଧି ଯୋଗଦେଇ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଭିମ୍‌ସା ନିର୍ଦ୍ଦେଶକଙ୍କ କ୍ୱାର୍ଟର୍ସ ଉପରକୁ ଟେକା ପଥର ମାଡ଼ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣରେ ସଂପୃକ୍ତ ଡାକ୍ତରୀ ଛାତ୍ରଙ୍କ ଗିରଫ ଦାବି […]

sambalpur medical

sambalpur medical

Rakesh Mallick
  • Published: Monday, 31 July 2017
  • Updated: 01 August 2017, 08:06 AM IST

Sports

Latest News

ସମ୍ୱଲପୁର: ଜଟିଳ ହେବାରେ ଲାଗୁଛି ଭିମ୍‌ସା ବିବାଦ। ଏହି ବିବାଦର ସମାଧାନ ପାଇଁ ଆଜି ଭିମ୍‌ସା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ। ବୈଠକରେ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ, ଏସ୍‌ପି, ଭିମ୍‌ସା ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧିକ୍ଷକ ଓ ଡାକ୍ତରଙ୍କ ପ୍ରତିନିଧି ଯୋଗଦେଇ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିନଥିଲା।

ଭିମ୍‌ସା ନିର୍ଦ୍ଦେଶକଙ୍କ କ୍ୱାର୍ଟର୍ସ ଉପରକୁ ଟେକା ପଥର ମାଡ଼ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣରେ ସଂପୃକ୍ତ ଡାକ୍ତରୀ ଛାତ୍ରଙ୍କ ଗିରଫ ଦାବି କରି ଆଜି ଲୋକେ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦେଇଥିଲା। ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥଲା। ରାସ୍ତାଘାଟ୍‌ ଶୂନଶାନ୍ ହୋଇଯାଇଥିଲା। ଦୋକାନ ବଜାର ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଏଥିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଓ ସାମାଜିକ କର୍ମୀ ସମସ୍ତେ ସାମିଲ ହୋଇଥିଲେ।

ଏପଟେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତେଜୁଛି। ଗୋଟିଏ ପଟେ ମୁହଁରେ କପଡ଼ାବାନ୍ଧି ମେଡ଼ିକାଲ ଛାତ୍ରୀମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ଅନ୍ୟପଟେ ଧାରଣାରେ ବସିଛନ୍ତି ଛାତ୍ରମାନେ। ଛାତ୍ରୀ ନିବାସରେ ଅଶ୍ଳୀଳ ପୋଷ୍ଟର ମାରି ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ନେଇ ମେଡ଼ିକାଲ ଛାତ୍ରୀମାନେ ଆଜି ଶୋଭାଯାତ୍ରାରେ ଯାଇ ବୁର୍ଲା ଫାଣ୍ଡିରେ ଏତଲା ଦେଇଥିଲେ। ସେହିପରି ଆନ୍ଦୋଳନକାରୀ ପିଜି ଛାତ୍ରଛାତ୍ରୀ ସେମାନଙ୍କ ବିରୋଧରେ ମିଥ୍ୟା ଆକ୍ରମଣ ଅଭିଯୋଗ ଆଣିଥିବା ନିର୍ଦ୍ଦେଶକଙ୍କୁ ଗିରଫ ଦାବି ମଧ୍ୟ ଉଠାଇଥିଲେ। ଏହି ଆନ୍ଦୋଳନରେ ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲର ଛାତ୍ରୀମାନେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story