ମୁକୁଳିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର

ସମ୍ୱଲପୁର: ହନୁମାନ ଜୟନ୍ତୀ ପୂର୍ବରୁ ଗିରଫ ହୋଇଥିବା ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ଆଜି ମୁକୁଳି ଛନ୍ତି। ଏହାଛଡ଼ା ତାଙ୍କର ୧୬ ଜଣ ସମର୍ଥକ ମଧ୍ୟ ମୁକୁଳି ଛନ୍ତି। ଉପଜିଲ୍ଲାପାଳଙ୍କ ନିକଟରେ ସମସ୍ତଙ୍କୁ ହାଜର ପରେ ପୋଲିସ ମୁକ୍ତ କରିଛି। ହନୁମାନ ଜୟନ୍ତୀ ଅବସରରେ ଶାନ୍ତି ଭଙ୍ଗ ଆଶଙ୍କାରେ ଗତକାଲି ଜୟନାରାୟଣଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏହାର ପ୍ରତିବାଦରେ ସମର୍ଥକମାନେ ତଳେ ଶୋଇ ପୋଲିସର ବାଟ ଓଗାଳି଼ ଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। […]

jayanarayana

jayanarayana

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 09:21 AM IST

Sports

Latest News

ସମ୍ୱଲପୁର: ହନୁମାନ ଜୟନ୍ତୀ ପୂର୍ବରୁ ଗିରଫ ହୋଇଥିବା ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ଆଜି ମୁକୁଳି ଛନ୍ତି। ଏହାଛଡ଼ା ତାଙ୍କର ୧୬ ଜଣ ସମର୍ଥକ ମଧ୍ୟ ମୁକୁଳି ଛନ୍ତି। ଉପଜିଲ୍ଲାପାଳଙ୍କ ନିକଟରେ ସମସ୍ତଙ୍କୁ ହାଜର ପରେ ପୋଲିସ ମୁକ୍ତ କରିଛି।

ହନୁମାନ ଜୟନ୍ତୀ ଅବସରରେ ଶାନ୍ତି ଭଙ୍ଗ ଆଶଙ୍କାରେ ଗତକାଲି ଜୟନାରାୟଣଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏହାର ପ୍ରତିବାଦରେ ସମର୍ଥକମାନେ ତଳେ ଶୋଇ ପୋଲିସର ବାଟ ଓଗାଳି଼ ଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା।

ଅନ୍ୟପକ୍ଷରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗତକାଲି ରାତିରେ ହନୁମାନ ଜୟନ୍ତୀ କର୍ମକର୍ତ୍ତା ଓ ପୋଲିସ୍‌ ଠେଲାପେଲା ହୋଇଥିଲେ। ଜଣେ ମହିଳା କର୍ମକର୍ତ୍ତାଙ୍କୁ ଗିରଫ ଉଦ୍ୟମ ବେଳେ ଉତ୍ତେଜନା ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story