ବର୍ଷା ବିତ୍ପାତ: ସମ୍ୱଲପୁର-ନନ୍ଦେସ ଓ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର: ଦୁଇ ଦିନ ହେଲା ଓଡ଼ିଶାରେ ଲଘୁଚାପ ବର୍ଷା ଲାଗି ରହିଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି। ବର୍ଷାର ବିତ୍ପାତ ଯୋଗୁଁ ରେଳ ବିଭାଗ ଆଜି (ସୋମବାର) କେତେକ ଟ୍ରନ୍‌ ବାତିଲ ରହିଥିବା ବେଳେ ଆଉ କେତେକ ଟ୍ରେନ୍‌ର ଗତିପଥ ବଦଳାଇଛି। ସମ୍ୱଲପୁରରୁ ଛାଡ଼ୁଥିବା ସମ୍ୱଲପୁର-ନନ୍ଦେସ ଏକ୍ସପ୍ରେସ୍‌, ନନ୍ଦେସରୁ ଛାଡ଼ୁଥିବା ନନ୍ଦେସ-ସମ୍ୱଲପୁର, କୋର୍ବାରୁ ଛାଡ଼ୁଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ଓ ବିଶାଖାପାଟଣାରୁ […]

train-1

train-1

Rakesh Mallick
  • Published: Monday, 17 July 2017
  • Updated: 17 July 2017, 05:55 PM IST

Sports

Latest News

ଭୁବନେଶ୍ୱର: ଦୁଇ ଦିନ ହେଲା ଓଡ଼ିଶାରେ ଲଘୁଚାପ ବର୍ଷା ଲାଗି ରହିଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି। ବର୍ଷାର ବିତ୍ପାତ ଯୋଗୁଁ ରେଳ ବିଭାଗ ଆଜି (ସୋମବାର) କେତେକ ଟ୍ରନ୍‌ ବାତିଲ ରହିଥିବା ବେଳେ ଆଉ କେତେକ ଟ୍ରେନ୍‌ର ଗତିପଥ ବଦଳାଇଛି।

ସମ୍ୱଲପୁରରୁ ଛାଡ଼ୁଥିବା ସମ୍ୱଲପୁର-ନନ୍ଦେସ ଏକ୍ସପ୍ରେସ୍‌, ନନ୍ଦେସରୁ ଛାଡ଼ୁଥିବା ନନ୍ଦେସ-ସମ୍ୱଲପୁର, କୋର୍ବାରୁ ଛାଡ଼ୁଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ଓ ବିଶାଖାପାଟଣାରୁ ଛାଡ଼ୁଥିବା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ ଟ୍ରେନ୍‌ର ଚଳାଚଳ ଆଜି ପାଇଁ ବାତିଲ କରାଯାଇଛି। ସେହିପରି ତିରୁପତି-ବିଳାଶପୁର ଏକ୍ସପ୍ରେସ, ୟୁସ୍‌ବନ୍ତପୁର-ଟାଟା ଏକ୍ସପ୍ରେସ୍‌, ହାତିଆ-ଏର୍ଣ୍ଣାକୁଲମ ଓ ଅହମ୍ମଦାବାଦ-ପୁର ଏକ୍ସପ୍ରେସ୍‌ର ଗତିପଥ ବଦଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story