‘ଆମ ନେତାଙ୍କୁ ନିଅ ନାହିଁ’, ସମ୍ବଲପୁରରେ ପୋଲିସ୍‌ ବନାମ ବିଜେପି

ସମ୍ବଲପୁର: ସମ୍ବଲପୁରରେ ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।  ହନୁମାନ ଜୟନ୍ତୀ ଅବସରରେ ଶାନ୍ତି ଭଙ୍ଗ ଆଶଙ୍କାରେ ଆଜି ଜୟନାରାୟଣଙ୍କୁ ପୋଲିସ୍‌ ଅଟକ ରଖିବାକୁ ଯୋଜନା କରିଥିଲା। ଏଥିପାଇଁ ପୋଲିସ୍‌ ବିଜେପି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲା। ପୋଲିସ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ଜୟନାରାୟଣଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ସେମାନେ ତଳେ ଶୋଇ ଯାଇ ପୋଲିସର ବାଟ ଓଗାଳି଼ଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା।

nn

nn

Rakesh Mallick
  • Published: Friday, 14 April 2017
  • Updated: 14 April 2017, 09:27 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story