ଗାଡ଼ି ଚୋରି ରାକେଟ୍‌ର ପର୍ଦ୍ଦାଫାସ, ୩ ଗିରଫ

ସମ୍ୱଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ ଆଜି ଅନ୍ତଃରାଜ୍ୟ ଗାଡ଼ି ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି ।  ସେମାନଙ୍କଠାରୁ ୧୯ଟି ଗାଡ଼ି ଜବତ ହୋଇଛି। ଗାଡ଼ି ଗୁଡିକ ମଧ୍ୟରେ ଟ୍ରକ, ବଲେରୋ, ପିକଅପ୍ ଭ୍ୟାନ, କାର, ପାୱାର ଟିଲର ଓ ବାଇକ ରହିଛି।  ଚୋରି ଗାଡ଼ି ମଧ୍ୟରେ ୬ଟି ବାଇକ ମଧ୍ୟ ରହିଛି।  ଗିରଫ  ୩ ଅଭିଯୁକ୍ତ ହେଲେ ସମ୍ବଲପୁରର ରଂଜିତ ପ୍ରସାଦ, ଢେଙ୍କାନାଳର ପ୍ରଶାନ୍ତ ଓରଫ […]

sambulpur

sambulpur

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 01:26 PM IST

Sports

Latest News

ସମ୍ୱଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ ଆଜି ଅନ୍ତଃରାଜ୍ୟ ଗାଡ଼ି ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି ।  ସେମାନଙ୍କଠାରୁ ୧୯ଟି ଗାଡ଼ି ଜବତ ହୋଇଛି। ଗାଡ଼ି ଗୁଡିକ ମଧ୍ୟରେ ଟ୍ରକ, ବଲେରୋ, ପିକଅପ୍ ଭ୍ୟାନ, କାର, ପାୱାର ଟିଲର ଓ ବାଇକ ରହିଛି।  ଚୋରି ଗାଡ଼ି ମଧ୍ୟରେ ୬ଟି ବାଇକ ମଧ୍ୟ ରହିଛି।  ଗିରଫ  ୩ ଅଭିଯୁକ୍ତ ହେଲେ ସମ୍ବଲପୁରର ରଂଜିତ ପ୍ରସାଦ, ଢେଙ୍କାନାଳର ପ୍ରଶାନ୍ତ ଓରଫ ପ୍ରମୋଦ ନାୟକ ଓ କୋରାପୁଟ ସୁନାବେଡ଼ାର ପ୍ରଦୀପ କୁମାର ଶବର।

ଏମାନେ ସମସ୍ତେ ଗାଡ଼ି ଚୋରି ରାକେଟ୍‌ର ମାଷ୍ଟର ମାଇଣ୍ଡ ବାବୁ କଂଗ ଓରଫ ସରଫରାଜ ଖାନ୍‌ଙ୍କ ଅଧିନରେ କାମ କରୁଥିଲେ।  ପୂର୍ବରୁ ସରଫରାଜ ଖାନ୍‌ଙ୍କୁ ପୋଲିସ୍‌ ଗିରଫ କରିଥିଲା ଗିରଫ  ୩ ଅଭିଯୁକ୍ତଙ୍କୁ ପୋଲିସ୍‌ କୋର୍ଟ ଚାଲାଣ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story